"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ସଂଗ୍ରାମୀ ଜୀବନ |
Hpsatapathy (ଆଲୋଚନା | ଅବଦାନ) ଟିକେ →ସଂଗ୍ରାମୀ ଜୀବନ |
||
୮ କ ଧାଡ଼ି:
== ସଂଗ୍ରାମୀ ଜୀବନ ==
ଜଣେ ଉଚ୍ଚ ଶ୍ରେଣୀର ଆଇନ ବିଶାରଦ ହେତୁ କଂଗ୍ରେସ ଦଳ ତାଙ୍କୁ କାକୋରୀ ହତ୍ୟା ମକଦ୍ଦମାରେ ଜଡିତ ରାମ ପ୍ରସାଦ ବିସମିଲ୍ଲା, ଆସଫାକୁଲ୍ଲା ଖାନ ତଥା ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା ପାଇଁ କୁହାଗଲା । ଏହା ୧୯୨୦ ମସିହାର ମଧ୍ୟଭାଗର ଘଟଣା । ୧୯୩୦ରେ ଗାନ୍ଧୀଙ୍କ ଡାକରାରେ ଏକ ଲବଣ ସତ୍ୟାଗ୍ରହ ମୋର୍ଚାର ନେତୃତ୍ୱ ନେଇଥିବାରୁ କିଛି ସପ୍ତାହ ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିନେଲେ । ୧୯୩୩ରେ ଇଂରେଜ ସରକାର ଦ୍ୱାରା ପ୍ରତିବନ୍ଧିତ ତତକାଳୀନ ପ୍ରାନ୍ତୀୟ କଂଗ୍ରେସର ଏକ ଅଧିବେଶନରେ ଯୋଗ ହେଇଥିବାରୁ ତାଙ୍କୁ ପୁଣି ହର୍ଷ ଦେବ ବହୁଗୁଣାଙ୍କ ସହ ସାତ ମାସ ପାଇଁ ଜେଲ ଯିବାକୁ ପଡିଥିଲା । ଏହି ପ୍ରତିବନ୍ଧକ ହଟିବା ପରେ ସେ ଜେଲରୁ ମୁକ୍ତ ହେଲେ ।
In 1940, Pant was arrested and imprisoned for helping organise the Satyagraha movement. In 1942 he was arrested again, this time for signing the Quit India resolution, and spent three years in Ahmednagar Fort along with other members of the Congress working committee until March 1945, at which point Jawaharlal Nehru pleaded successfully for Pant's release, on grounds of failing health
|