"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨ କ ଧାଡ଼ି:
 
== ମୃତ୍ୟୁ ==
୧୯୬୦ ମସିହାରେ ସେ ଏକ ହୃଦ୍‌ଘାତର ଶୀକାର ହେଲେ । ତାଙ୍କ ସାଥୀ ତଥା ତତ୍କାଳୀନ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଡକ୍ଟର [[ବିଧାନ ଚନ୍ଦ୍ର ରାୟ]] ଙ୍କ ସମେତ ବହୁ ବିଶିଷ୍ଟ ଚିକିତ୍ସକ ତାଙ୍କ ସେବାରେ ନିୟୋଜିତ ହେଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଅବନତି ଆଡକୁ ଗତି କଲା ଏବଂ ସେ ୭୪ ବର୍ଷ ବୟସରେ ୭ ମାର୍ଚ୍ ୧୯୬୧ ମସିହାରେ ମସ୍ତିଷ୍କ ଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ମୃତ୍ୟୁ ବେଳକୁ ସେ ଭାରତର ଗୃହ ମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିଲେ ।
 
== ଆଧାର ==