"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ସଂଗ୍ରାମୀ ଜୀବନ |
Hpsatapathy (ଆଲୋଚନା | ଅବଦାନ) |
||
୯ କ ଧାଡ଼ି:
== ସଂଗ୍ରାମୀ ଜୀବନ ==
== ସ୍ୱାଧୀନତା ପର ରାଜନୀତି ==
ପଣ୍ଡିତ ଜବାହାରଲାଲ ନେହେରୁ ୧୦ ଜାନୁଆରୀ ୧୯୫୫ରେ ତାଙ୍କୁ ଗୃହ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ପନ୍ତ ୧୯୫୫ରୁ ୧୯୬୧ ଯାଏଁ ସ୍ୱାଧୀନ ଭାରତର ଗୃହ ମନ୍ତ୍ରୀ ଥିଲେ । ଗୃହ ମନ୍ତୀ ଥିବା ବେଳେ ଭାଷା ଆଧାରରେ ରାଜ୍ୟର ପୁନର୍ଗଠନ ତାଙ୍କ ସମୟର ଏକ ମୁଖ୍ୟ ଉପଲବ୍ଧୀ ଥିଲା । ଜଣେ ନିର୍ଦ୍ଦଳୀୟ କର୍ମକର୍ତ୍ତା ଭାବେ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ତାଙ୍କ ଅବଦାନ ଯୋଗୁଁ ତାଙ୍କୁ ୨୬ ଜାନୁଆରୀ ୧୯୫୭ ଦିନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।<ref name="www.web.archieve.org">{{cite web |title=Wayback Machine |url=https://web.archive.org/web/20090410024701/http://www.mha.nic.in/pdfs/PadmaAwards1954-2007.pdf |accessdate=18 August 2018 |date=10 April 2009}}</ref>
== ସମ୍ମାନ ==
|