"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘରରୁ ଗୋବିନ୍ଦ ବଲ୍ଲଭ ପନ୍ତକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି
ଟିକେ add reference
୧ କ ଧାଡ଼ି:
{{ଛୋଟ|Govind Ballabh Pant}}
'''ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ''' (10୧୦ Septemberସେପ୍ଟେମ୍ବର 1887୧୮୮୭7 Marchମାର୍ଚ 1961୧୯୬୧) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା । [[ମହାତ୍ମା ଗାନ୍ଧୀ]], ଜବାହରଲାଲ ନେହେରୁ ତଥା ବଲ୍ଲଭ ଭାଇ ପଟେଲଙ୍କ ସହ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଏକ ମୁଖ୍ୟ ସହଯୋଗୀ । ତତ୍କାଳୀନ ୟୁନାଇଟେଡ଼ ପ୍ରୋଭିନସ ବା ବର୍ତ୍ତମାନର ଉତ୍ତରପ୍ରଦେଶ ର ସେ ଥିଲେ ଏକ ପ୍ରମୁଖ ରାଜନେତା । ହିନ୍ଦୀକୁ[[ହିନ୍ଦୀ]] କୁ ଭାରତର କେନ୍ଦ୍ର ସରକାରଙ୍କ ତଥା ପାର୍ଲିଆମେଣ୍ଟର ସରକାରୀ ଭାଷା କରିବା ପାଇଁ ଦାବୀ କରି ସେ ଅସଫଳ ହୋଇ ଥିଲେ ବି ଗୋଟିଏ ସରକାରୀ ଭାଷାରେ ସାରା ରାଷ୍ଟ୍ରକୁ ଏକ ସୂତ୍ରରେ ବାନ୍ଧିବା ଉଦ୍ୟମ ଅନେକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା ।
 
== ବାଲ୍ୟ ଜୀବନ ==
ଗୋବିନ୍ଦ ବଲ୍ଲଭ ପନ୍ତ ୧୦ ସେପ୍ଟେମ୍ବର ୧୮୮୭ରେ ଆଲମୋରା ନିକଟବର୍ତ୍ତୀ ଖୁଣ୍ଟ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ବାପା ମନୋରଥ ପନ୍ତ ଥିଲେ ଜଣେ ସରକାରୀ କର୍ମଚାରୀ ଏବଂ ମାଅ ଥିଲେ ଗୋବିନ୍ଦି ବାଇ । ବାପା ସରକାରୀ କର୍ମଚାରୀ ଥିବାରୁ ସରକାରୀ କର୍ମରେ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଥିଲା । ତେଣୁ ଗୋବିନ୍ଦଙ୍କ ବାଲ୍ୟ ଜୀବନ ଓ ପାଠପଢା ନିଜ ଅଜାଙ୍କ ଘରେ ସଂପନ୍ନ ହୋଇଥିଲା । ଅଜା ବଦ୍ରି ଦତ୍ତ ଯୋଶୀ ଜଣେ ସ୍ଥାନୀୟ ସରକାରୀ କର୍ମଚାରୀ ଥିଲେ । ଗୋବିନ୍ଦଙ୍କ ବ୍ୟକ୍ତିତ୍ୱ ତଥା ରାଜନୈତିକ ଚିନ୍ତାଧାରା ସଜାଡିବାରେ ସେ ବିଶେଷ ଭୁମିକା ଗ୍ରହଣ କରିଥିଲେ ।<ref name="liveindia">{{cite web |last1=Chopra |first1=Swami Rajesh |title=Govind Ballabh Pant |url=http://www.liveindia.com/freedomfighters/8.html |website=www.liveindia.com |accessdate=18 August 2018}}</ref>
 
 
Pant studied at Allahabad University and subsequently worked as a lawyer in Kashipur. Here, he began active work against the British Raj in 1914, when he helped a local parishad, or village council, in their successful challenge of coolie begar, a law requiring locals to provide free transportation of the luggage of travelling British officials. In 1921, he entered politics and was elected to the Legislative Assembly of the United Provinces of Agra and Oudh.
== ସଂଗ୍ରାମୀ ଜୀବନ ==
== ସମ୍ମାନ ==