"ଭାରତୀୟ ଜାତୀୟ କଂଗ୍ରେସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇନ୍ଫୋବାକ୍ସରେ ତଥ୍ୟ ସଠିକ ଦିଆହେଲା
ଅଧିକ ତଥ୍ୟ ଯୋଗ ହେଲା
୧ କ ଧାଡ଼ି:
{{ଲେଖା ଚାଲିଛି}}
'''ଭରତୀୟ ଜାତୀୟ କଂଗ୍ରେସ''' (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ ରାଜନୈତିକ ଦଳ ଅଟେ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।<ref>https://www.britannica.com/topic/Indian-National-Congress</ref>{{ଛୋଟ|Indian National Congress}} ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ଅଟେ ।
{{Infobox Indian political party
|party_name = ଭାରତୀୟ ଜାତୀୟ କଂଗ୍ରେସ
୩୧ କ ଧାଡ଼ି:
|country = India
}}
 
'''ଭରତୀୟ ଜାତୀୟ କଂଗ୍ରେସ''' (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ ରାଜନୈତିକ ଦଳ ଅଟେ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।<ref>https://www.britannica.com/topic/Indian-National-Congress</ref>{{ଛୋଟ|Indian National Congress}} ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ଅଟେ ।
 
୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ [[ମନମୋହନ ସିଂହ]] ଥିଲେ ।
 
== ଇତିହାସ ==
କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ ।
 
# ପ୍ରାକ-ସ୍ୱାଧୀନତା ସମୟ
# ସ୍ୱାଧୀନତା ପର ସମୟ
 
=== ପ୍ରାକ-ସ୍ୱାଧୀନତା ସମୟ ===
ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର [[ଭାରତୀୟ ଜାତୀୟ କଂଗ୍ରେସ]] ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । [[ମହାତ୍ମା ଗାନ୍ଧୀ]], [[ଜବାହରଲାଲ ନେହେରୁ|ଜବାହାରଲାଲ ନେହୁରୁ]], [[ସୁଭାଷ ଚନ୍ଦ୍ର ବୋଷ]], [[ବଲ୍ଲଭଭାଇ ପଟେଲ|ବଲ୍ଲଭ ଭାଇ ପଟେଲ]] ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ।
 
=== ସ୍ୱାଧୀନତା ପର ସମୟ ===
ସ୍ଵାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ [[ଜନତା ଦଳ (ସଂଯୁକ୍ତ)|ଜନତା ଦଳ]] ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା । ସ୍ୱାଧୀନତା ପରର କାଂଶକୁ ଆମେ ନିମ୍ନ ବିଭାଗରେ ବିଭକ୍ତ କରିପାରିବା:
 
# [[ଜବାହରଲାଲ ନେହେରୁ|ନେହେରୁ]]/[[ଲାଲ ବାହାଦୁର ଶାସ୍ତ୍ରୀ|ଶାସ୍ତ୍ରୀ]] କାଳ (୧୯୪୭-୧୯୬୬)
# [[ଇନ୍ଦିରା ଗାନ୍ଧୀ|ଇନ୍ଦିରା]] କାଳ (୧୯୬୬-୧୯୮୪)
# [[ରାଜୀବ ଗାନ୍ଧୀ|ରାଜୀବ]]/[[ପି. ଭି. ନରସିଂହ ରାଓ|ରାଓ]] କାଳ (୧୯୮୫-୧୯୮୮)
# [[ମନମୋହନ ସିଂହ|ମନମୋହନ]] କାଳ (୨୦୦୪-୨୦୧୪)
# ଆଧୁନିକ କାଳ (୨୦୧୪-ବର୍ତ୍ତମାନ)
 
== ସାଧାରଣ ନିର୍ବାଚନ ==
{| class="wikitable" cellpadding="5"
|+
! style="width:25%;"| Year
! style="width:15%;"| Legislature
!Leader
! style="width:15%;"| Seats won
! style="width:15%;"| Change in # of seats
! style="width:15%;"| Percentage of vote
! style="width:15%;"| Vote swing
! Outcome
|- style="text-align:center;"
|| [[Indian general election, 1934|1934]]
|| [[Central Legislative Assembly|5th Central Legislative Assembly]]
|[[Bhulabhai Desai]]
||{{Composition bar|42|147|{{Indian National Congress/meta/color}}}}
|| {{increase}} 42
||
||
| {{n/a}}
|- style="text-align:center;"
|| [[Indian general election, 1945|1945]]
|| [[Central Legislative Assembly|6th Central Legislative Assembly]]
|[[Sarat Chandra Bose]]
||{{Composition bar|59|102|{{Indian National Congress/meta/color}}}}
|| {{increase}} 17
||
||
| {{partial|[[Interim Government of India]] (1946-1947)}}
|- style="text-align:center;"
|| [[Indian general election, 1951|1951]]
|| [[1st Lok Sabha]]
|[[Jawaharlal Nehru]]
||{{Composition bar|364|489|{{Indian National Congress/meta/color}}}}
||
|| 44.99%
||
| {{yes2|Government}}
|- style="text-align:center;"
|| [[Indian general election, 1957|1957]]
|| [[2nd Lok Sabha]]
|[[Jawaharlal Nehru]]
||{{Composition bar|371|494|{{Indian National Congress/meta/color}}}}
|| {{increase}}7
|| 47.78%
|| {{increase}} 2.79%
| {{yes2|Government}}
|- style="text-align:center;"
|| [[Indian general election, 1962|1962]]
|| [[3rd Lok Sabha]]
|[[Jawaharlal Nehru]]
||{{Composition bar|361|494|{{Indian National Congress/meta/color}}}}
|| {{decrease}}10
|| 44.72%
|| {{decrease}} 3.06%
| {{yes2|Government}}
|- style="text-align:center;"
|| [[Indian general election, 1967|1967]]
|| [[4th Lok Sabha]]
|[[Indira Gandhi]]
||{{Composition bar|283|520|{{Indian National Congress/meta/color}}}}
|| {{decrease}}78
|| 40.78%
|| {{decrease}} 2.94%
| {{yes2|Government}}
|- style="text-align:center;"
|| [[Indian general election, 1971|1971]]
|| [[5th Lok Sabha]]
|[[Indira Gandhi]]
||{{Composition bar|352|518|{{Indian National Congress/meta/color}}}}
|| {{increase}}69
|| 43.68%
|| {{increase}} 2.90%
| {{yes2|Government}}
|- style="text-align:center;"
|| [[Indian general election, 1977|1977]]
|| [[6th Lok Sabha]]
|[[Indira Gandhi]]
||{{Composition bar|153|542|{{Indian National Congress/meta/color}}}}
|| {{decrease}}199
|| 34.52%
|| {{decrease}} 9.16%
| {{no2|Opposition}}
|- style="text-align:center;"
|| [[Indian general election, 1980|1980]]
|| [[7th Lok Sabha]]
|[[Indira Gandhi]]
||{{Composition bar|351|542|{{Indian National Congress/meta/color}}}}
|| {{increase}} 198
|| 42.69%
|| {{increase}} 8.17%
| {{yes2|Government}}
|- style="text-align:center;"
|| [[Indian general election, 1984|1984]]
|| [[8th Lok Sabha]]
|[[Rajiv Gandhi]]
||{{Composition bar|415|533|{{Indian National Congress/meta/color}}}}
|| {{increase}} 64
|| 49.01%
|| {{increase}} 6.32%
| {{yes2|Government}}
|- style="text-align:center;"
|| [[Indian general election, 1989|1989]]
|| [[9th Lok Sabha]]
|[[Rajiv Gandhi]]
||{{Composition bar|197|545|{{Indian National Congress/meta/color}}}}
|| {{decrease}}218
|| 39.53%
|| {{decrease}} 9.48%
| {{no2|Opposition}}
|- style="text-align:center;"
|| [[Indian general election, 1991|1991]]
|| [[10th Lok Sabha]]
|[[P. V. Narasimha Rao|P.V. Narasimha Rao]]
||{{Composition bar|244|545|{{Indian National Congress/meta/color}}}}
|| {{increase}} 47
|| 35.66%
|| {{decrease}} 3.87%
| {{yes2|Government}}
|- style="text-align:center;"
|| [[Indian general election, 1996|1996]]
|| [[11th Lok Sabha]]
|[[P. V. Narasimha Rao]]
||{{Composition bar|140|545|{{Indian National Congress/meta/color}}}}
|| {{decrease}} 104
|| 28.80%
|| {{decrease}} 7.46%
| {{partial|Opposition, later [[Confidence and supply|outside support]] for [[United Front (India)|UF]]}}
|- style="text-align:center;"
|| [[Indian general election, 1998|1998]]
|| [[12th Lok Sabha]]
|[[Sitaram Kesri]]
||{{Composition bar|141|545|{{Indian National Congress/meta/color}}}}
|| {{increase}} 1
|| 25.82%
|| {{decrease}} 2.98%
| {{no2|Opposition}}
|- style="text-align:center;"
|| [[Indian general election, 1999|1999]]
|| [[13th Lok Sabha]]
|[[Sonia Gandhi]]
||{{Composition bar|114|545|{{Indian National Congress/meta/color}}}}
|| {{decrease}} 27
|| 28.30%
|| {{increase}} 2.48%
| {{no2|Opposition}}
|- style="text-align:center;"
|| [[Indian general election, 2004|2004]]
|| [[14th Lok Sabha]]
|[[Sonia Gandhi]]
||{{Composition bar|145|543|{{Indian National Congress/meta/color}}}}
|| {{increase}} 32
|| 26.7%
|| {{decrease}} 1.6%
| {{yes2|Government}}
|- style="text-align:center;"
|| [[Indian general election, 2009|2009]]
|| [[15th Lok Sabha]]
|[[Manmohan Singh]]
||{{Composition bar|206|543|{{Indian National Congress/meta/color}}}}
|| {{increase}} 61
|| 28.55%
|| {{increase}} 2.02%
| {{yes2|Government}}
|- style="text-align:center;"
|| [[Indian general election, 2014|2014]]
|| [[16th Lok Sabha]]
|[[Rahul Gandhi]]
||{{Composition bar|44|543|{{Indian National Congress/meta/color}}}}
|| {{decrease}} 162
|| 19.3%
|| {{decrease}} 9.25%
| {{no2|Opposition}}
|}
 
 
== ଆଧାର ==
{{ଆଧାର}}