"ଜି. ଏସ. ମେଲକୋଟେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୨୯ କ ଧାଡ଼ି:
ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ ।
 
ତାଙ୍କ ପତ୍ନୀ ବିମଳାବାଇ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନରେ ସେ ଭାଗ ନେବା ସହ ସ୍ୱାଧୀନତା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ସେ ହାଇଦ୍ରାବାଦ ରାଜ୍ୟ ସାମାଜିକ କଲ୍ୟାଣ ଉପଦେଷ୍ଟା ମଣ୍ଡଳର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ସାହିତ୍ୟ ମନ୍ଦିର, କର୍ଣ୍ଣାଟକ ମହିଳା ମଣ୍ଡଳ ଏବଂ ମେଲକୋଟ ମହାବିଦ୍ୟାଳୟର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୨ ଜାନୁଆରୀ ୨୦୦ରେ ୯୨ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।