"ଜି. ଏସ. ମେଲକୋଟେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୨ କ ଧାଡ଼ି:
| source =
}}
 
'''ଜି. ଏସ. ମେଲକୋଟେ''' (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ବୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।
 
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବ‌ହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।
 
 
[[ଶ୍ରେଣୀ:୧୯୦୧ ଜନ୍ମ]]