"ଉପାଳୀ ଅପରାଜିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
→‎top: +image from Wikimedia Commons
୨ କ ଧାଡ଼ି:
{{Infobox person
| name = ଓପାଲୀ ଅପରାଜିତା
| image = Oopali Operajita.png
| image_size = 200px
| caption =
୧୭ କ ଧାଡ଼ି:
}}
'''ଓପାଲୀ ଅପରାଜିତା''' ଯେ କି, ବିଶ୍ୱ ନେତାଙ୍କ ପାଇଁ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନୀତି ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପରେ ଜଣେ ବରିଷ୍ଠ ପରାମର୍ଶଦାତା ଥିଲେ, ଏକାଧାରରେ ଜଣେ ପ୍ରକୃତ ନାୟିକା, ବିଦ୍ୱାନ୍ ବ୍ୟକ୍ତି ଏବଂ ମୁଖ୍ୟ ଭାରତୀୟ ସାଂସ୍କୃତିକ ନୃତ୍ୟ [[ଓଡିଶୀ ନୃତ୍ୟ|ଓଡିଶୀ]] ଏବଂ [[ଭାରତନାଟ୍ୟମ]]ର ନୃତ୍ୟକାର ଓ ନିର୍ଦ୍ଦେଷକ ଥିଲେ ।
 
==ଜୀବନ==
ଓପାଲୀ ଅପରାଜିତା [[ରିଶି ଭ୍ୟାଲି ସ୍କୁଲ୍]]କୁ ଯାଉଥିଲେ । ସେ ମଧ୍ୟ [[ଦିଲ୍ଲୀ ବିଶ୍ୱବିଦ୍ୟାଳୟ]], [[ଡେଲାହାଉସି ବିଶ୍ୱବିଦ୍ୟାଳୟ]], କାନାଡା, ଯେଉଁଠାରେ ସେ ([[ରୋଟାରି ଫାଉଣ୍ଡେସନ୍]] ଆମ୍ବାସଡାରିଆଲ୍ ସ୍କଲାର୍ ଥିଲେ) ଓ [[କାର୍ଣ୍ଣେଜି ମେଲନ୍ ବିଶ୍ୱବିଦ୍ୟାଳୟ]], ଆମେରିକାରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଐତିହାସିକ ଭାରତୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ, ପ୍ରଫେସର ବିଧୁ ଭୁଷଣ ଦାସ ଓ ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ଝିଅ ଥିଲେ । ରିଶି ଭ୍ୟାଲି ଠାରେ, ସେ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ [[ଲୀଳା ନାଇଡୁ]]ଙ୍କ ଧରମ ଝିଅ ହେଲେ ।