"ଲାଲ ପାନ ବିବି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ କଳାକାର
୨୮ କ ଧାଡ଼ି:
 
'''ଲାଲ ପାନ ବିବି''', ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଞ୍ଚନବାଳା ନନ୍ଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅକ୍ଷୟ ମହାନ୍ତି (କାଶ୍ୟପ), ସ୍ନିଗ୍ଧା ମହାନ୍ତି, ଝରଣା ଦାସ, ଦୁଃଖିରାମ ସ୍ୱାଇଁ, ଶଙ୍କର ବସୁ ମଲ୍ଲିକ, ବ୍ୟୋମକେଶ ତ୍ରିପାଠୀ, ବିରେନ ରାଉତରାୟ, ପୃଥ୍ୱୀରାଜ ନାୟକ, ରାଧା ପଣ୍ଡା, ଗୀତା ରାଓ, ବସନ୍ତ ସାହୁ, ଅନଙ୍ଗ ଦ୍ୱିବେଦୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==