"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୮ କ ଧାଡ଼ି:
|official_name =
|nickname =
|observedby = ବିବାହିତ [[ଓଡିଆଓଡ଼ିଆ]] [[ହିନ୍ଦୁ ଧର୍ମ|ହିନ୍ଦୁ]] ମହିଳା
|date = [[ପକ୍ଷ|ଶୁକ୍ଳ]] [[ଦଶମୀ]] ଓ [[ଗୁରୁବାର]]
|frequency = ଅନିୟମିତ
୨୨ କ ଧାଡ଼ି:
ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । <ref>{{cite web |url= http://www.orissa.oriyaonline.com/sudasha_brata.html |title=Festivals of Orissa - Sudasha Brata &#124; orissa.oriyaonline.com |first= |last=|work=orissa.oriyaonline.com |quote=A sacred thread (consisting of ten layers of thread) is prepared in the prescribed manner and tied by women on their arms until the arrival next occasion of Sudasha Brata (when the thread is replaced again). |accessdate=6 December 2012}}</ref>
 
ଏହି ପର୍ବ ଓଡିଶାରଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡିଆଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାଆଂତି<ref>{{cite web|title=Sudasha Brata - A Fast observed by Odia Women for the well-being and prosperity of their family|url=http://www.candidopinions.in/2017/08/sudasha-brata-fast-observed-by-odia-women-for-well-being-of-family.html|accessdate=2 June 2018}}</ref> । ଅନ୍ୟ ରାଜ୍ୟରେ ଏହା ଦେଖା ଯାଏ ନାହିଁ ।
== ବ୍ରତ କାହାଣୀ ==
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି ।