"ଲଘିଷ୍ଠ ସାଧାରଣ ଗୁଣିତକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୨ କ ଧାଡ଼ି:
{{ଛୋଟ|Least common multiple}}
 
ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଯଥା 'କ' ଓ 'ଖ' ) '''ଲଘିଷ୍ଠ ସାଧାରଣ ଗୁଣିତକ''' ('''LCM''' ବା '''ଲ. ସା. ଗୁ.''' )ହେଉଛି ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ଉଭୟ 'କ' ଓ 'ଖ' ଦ୍ୱାରା ବିଭାଜ୍ୟ ।.<ref>Hardy & Wright, § 5.1, p. 48</ref> ସେହିପରି ଦୁଇରୁ ଅଧିକ ପୂର୍ଣ୍ଣାଙ୍କର '''ଲ. ସା. ଗୁ.''' ହେବ ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟାଦ୍ଵାରା ବିଭାଜ୍ୟ ହେବ ।<ref name="math.com">{{cite web|title=Least common multiple (LCM)|url=http://www.math.com/school/subject1/lessons/S1U3L3DP.html|accessdate=11 June 2018}}</ref> ଯେହେତୁ ଶୁନ୍ୟ ଦ୍ୱାରାଶୁନ୍ୟଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।<ref name="auto">{{harvtxt|Long|1972|p=39}}</ref> ତଥାପି କେତେକ ଗାଣିତିକଙ୍କ ମତରେ 'କ' (ଅନଶୁନ୍ୟ ସଂଖ୍ୟା) ଏବଂ ଶୁନ୍ୟ (୦) ର '''ଲ. ସା. ଗୁ.''' ଶୁନ୍ୟ (୦) ହେବ ।
== ଗାଣିତିକ ପ୍ରୟୋଗ ==
* ଭଗ୍ନାଂଶ ଗୁଡିକର ଯୋଗ/ବିଯୋଗ ପ୍ରକ୍ରିୟାରେ ହରମାନଙ୍କର ଲସାଗୁ ହେବ ଯୋଗଫଳର ଲସାଗୁ ।
* ପୂର୍ଣ୍ଣାଙ୍କ ମାନଙ୍କର ଲସାଗୁ ଓ [[ଗରିଷ୍ଠ ସାଧାରଣ ଗୁଣନୀୟକ|ଗସାଗୁ]] ର ଗୁଣଫଳ ହେବ ସଂପୃକ୍ତ ସଂଖ୍ୟାମାନଙ୍କର ଗୁଣଫଳ ।<ref name="artofproblemsolving">{{cite web|title=Least common multiple|url=https://artofproblemsolving.com/wiki/index.php?title=Least_common_multiple|accessdate=11 June 2018}}</ref>
== ଉଦାହରଣ ==
'''ଗୁଣନୀୟକ ପଦ୍ଧତିରେ ୪ ଓ ୬ର ଲସାଗୁ ନିର୍ଣ୍ଣୟ:'''
୧୫ କ ଧାଡ଼ି:
ଉଭୟ ମଧ୍ୟରେ ସାଧାରଣ ଗୁଣିତକଗୁଡିକ ହେଲା: ୧୨, ୨୪ .........
 
ଅତଏବ '''ଲଘିଷ୍ଠ ସାଧାରଣ ଗୁଣିତକ''' ଟି ହେଉଛି - ୧୨
 
== ଆଧାର ==