"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୨୭ କ ଧାଡ଼ି:
| gross =
}}
'''ଲଗାନ''' ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି [[ଆଶୁତୋଷ ଗୋୱାରିକର]] । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି [[ଅମିର ଖାଁ]] ଓ [[ଗ୍ରେସି ସିଂ]] । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା <ref name="toi">{{cite web|title=Lagaan a big hit in France|url=https://web.archive.org/web/20090112071932/http://timesofindia.indiatimes.com/articleshow/19340781.cms|accessdate=29 May 2018}}</ref>। ଚଳଚିତ୍ରରଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚିତ୍ରଟିଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚିତ୍ରଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା ।
 
ଚଳଚିତ୍ରରଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚିତ୍ରଚଳଚ୍ଚିତ୍ର
=== କାହାଣୀ ===
ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ଵରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ କରିଦେବେ । କର ଛାଡ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।
୫୬ କ ଧାଡ଼ି:
|ରାଧା କୈସେ ନା ଜଲେ|| ଆଶା ଭୋଂସଲେ, ଉଦିତ ନାରାୟଣ, ବୈଶାଳୀ ସାମନ୍ତ||୫ ମିନିଟ୍ ୩୪ ସେକେଣ୍ଡ
|-
|ଓ ରେଓରେ ଛୋରୀ ||ଉଦିତ ନାରାୟଣ,ବସୁନ୍ଧରା ଦାସ, [[ଆଲ୍‌କା ୟାଗ୍ନିକ୍‌]]||୫ ମିନିଟ୍ ୫୯ ସେକେଣ୍ଡ
|-
|ଚାଲ ଚଲୋ||ଏ ଆର୍ ରେହେମାନ, ଶ୍ରୀନିବାସ||୬ ମିନିଟ୍ ୪୦ ସେକେଣ୍ଡ
୭୦ କ ଧାଡ଼ି:
 
=== ପୁରସ୍କାର ଓ ସମ୍ମାନ ===
୨୦୦୨ରେ ଚଳଚିତ୍ରଟିଚଳଚ୍ଚିତ୍ରଟି ବିଦେଶୀ ଭାଷାର ଶ୍ରେଷ୍ଠ ଚଳଚିତ୍ରଚଳଚ୍ଚିତ୍ର ଶ୍ରେଣିରେ ଏକାଡେମି ଆୱାର୍ଡ ପାଇଁ ମନୋନୀତ ହେଲା । ଏକାଡେମୀ ପୁରସ୍କାର ନ ପାଇଲେ ବି ବିଦେଶରେ ଭାରତୀୟ ଚଳଚିତ୍ରରଚଳଚ୍ଚିତ୍ରର ସୁନାମ ବଢାଇବାରେ ଏହା ବେଶ ସହାୟକ ହୋଇଥିଲା ।
 
ତେବେ ଚଳଚିତ୍ରଟିଚଳଚ୍ଚିତ୍ରଟି ଆଠୋଟି ଶ୍ରେଣୀରେ ଜାତୀୟ ଚଳଚିତ୍ରଚଳଚ୍ଚିତ୍ର ପୁରସ୍କାର, ନଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ, ନଅଟି ଶ୍ରେଣୀରେ ସ୍କ୍ରୀନ ଆୱାର୍ଡ, ଦଶଟି ଶ୍ରେଣୀରେ ଆଇଫା ଆୱାର୍ଡ ସହ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ।<ref name="thehindu">{{cite web|title=Lagaan wins 8 National awards|url=http://www.thehindu.com/2002/07/27/stories/2002072702950100.htm|accessdate=29 May 2018}}</ref>
 
==ଆଧାର==