"ବୃହସ୍ପତି (ଜ୍ୟୋତିଷ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୨୬ କ ଧାଡ଼ି:
ଜ୍ୟୋତିଷ ଅନୁଶାରେ ବୃହସ୍ପତିଙ୍କୁ ନବ ଗ୍ରହର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ଏବଂ ନବଗ୍ରହରେ ଗଣାଯାଏ । ତାଙ୍କୁ ଗୁରୁ, ଚୁରା କିମ୍ବା ଦେବଗୁରୁ ମଧ୍ୟ କୁହାଯାଏ । ତାଙ୍କୁ କୌଣସି ଗ୍ରହରୁ ଅତ୍ୟାଧିକ ଶୁଭଗ୍ରହ ଭାବେ ବିଶ୍ୱାସ କରାଯାଏ । ସେ ଗୁରୁ କିମ୍ବା ବୃହସ୍ପତି (ଧନୁ ରାଶି) ଓ (ମୀନ ରାଶି)ର ସ୍ୱାମୀ ଅଟନ୍ତି । ବୃହସ୍ପତି ଗ୍ରହ (କର୍କଟ ରାଶି)ରେ ଉଚ୍ଚ ଭାବରେ ରହିଥାନ୍ତି ଏବଂ (ମକର ରାଶି)ରେ ନିଚ୍ଚ ଭାବେ ରହିଥାନ୍ତି । ସୂର୍ଯ, ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ବୃହସ୍ପତିଙ୍କ ପାଇଁମିତ୍ର ଗ୍ରହ ଅଟନ୍ତି । ବୁଧ ଶତୃ ଏବଂ ଶନି ତଟସ୍ଥ ଅଟନ୍ତି । ବୃହସ୍ପତିଙ୍କ ତିନି ନକ୍ଷତ୍ର "ପୁନର୍ବସୁ", ବିଶାଖା ଓ "ପୂର୍ବା ଭାଦ୍ରପଦ" ରହିଛନ୍ତି ।<ref name="doastro">[http://doastro.com/planet.php?id=8 ବୃହସ୍ପତି]। ଅଭିଗମନ ତିଥି: ୨୮ ସେପ୍ଟେମ୍ବର ୨୦୧୨</ref>
 
ଗୁରୁଙ୍କୁ ବୈଦିକ ଜ୍ୟୋତିଷରେ "ଆକାଶ"ର ତତ୍ତ୍ୱ ବୋଲି ଜଣାଯାଏ । ଏହାର ଗୁଣ ବିଶାଳତା, ବିକାଶ, ବ୍ୟକ୍ତିର କୁଣ୍ଡଳୀ ଓ ଜୀବନରେ ବିସ୍ତାରର ସଙ୍କେତ ହୋଇଥାଏ । ଗୁରୁ ପୂର୍ବଜନ୍ମର କର୍ମ, ଧର୍ମ, ଦର୍ଶନ, ଜ୍ଞାନ ଏବଂ ସନ୍ତାନ ରୁସନ୍ତାନରୁ ସମ୍ବନ୍ଧିତ ବିଷୟରେ ସନ୍ତୁଳନର ପ୍ରତିନିଧିତ୍ତ୍ୱ କରିଥାଏ । ଏହା ଶିକ୍ଷଣ ଏବଂ ଜ୍ଞାନର ପ୍ରସାରରେ ସମ୍ବନ୍ଧିତ ରହିଥାଏ । ଯାହାର କୁଣ୍ଡଳୀରେ ବୃହସ୍ପତି ଉଚ୍ଚ ଥାଏ, ସେହି ମନୁଷ୍ୟର ଜୀବନରେ ପ୍ରଗତି ହୋଇଥାଏ, ତା'ର ସାମ୍ରାଜ୍ୟ ଓ ସମୃଦ୍ଧି ବଢିଯାଏ । ମଧୁମେହର ସିଧା ସମ୍ବନ୍ଧ କୁଣ୍ଡଳୀର ବୃହସ୍ପତିରୁ ବିଶ୍ୱାସ କରାଯାଏ । ପାରମ୍ପରିକ ହିନ୍ଦୁ ଜ୍ୟୋତିଷ ଅନୁସାରେ ଗୁରୁଙ୍କ ପୂଜା ଆରଧନା ପେଟକୁ ପ୍ରଭାବିତ କରୁଥିବା ରୋଗରୁ ଦୂରେଇ ପାରେ ତଥା ପାପର ନାଶ କରିଥାଏ ।
 
== ଆଧାର ==