"ପାପନାଶିନୀ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୨ କ ଧାଡ଼ି:
| name = ପାପନାଶିନୀ ଦେଉଳ
| image = File:Papanasini_Temple_2.jpg
| map_type = ଭାରତ ଓଡିଶାଓଡ଼ିଶା
| map_caption = ଓଡିଶାରେଓଡ଼ିଶାରେ ଅବସ୍ଥିତି
| coordinates = {{coord|20|14|38|N|85|50|38|E|type:landmark_region:IN|display=inline,title}}
| country = [[ଭାରତ]]
| state = [[ଓଡିଶାଓଡ଼ିଶା]]
| district =
| locale = [[ଭୁବନେଶ୍ୱର]]
୨୫ କ ଧାଡ଼ି:
* '''ପାପନାଶିନୀ ମନ୍ଦିର''': ଯଦିଓ ମନ୍ଦିରସମୂହଟିକୁ ପାପନାଶିନୀ ମନ୍ଦିର କୁହାଯାଏ, ମାତ୍ର ପ୍ରକୃତ ପାପନାଶିନୀ ମନ୍ଦିର ପରିସରର ଗୋଟିଏ କୋଣରେ ଅବସ୍ଥିତ । ମନ୍ଦିରଟିରେ କେବଳ ଗର୍ଭଗୃହ ରହିଥିବାବେଳେ ଜଗମୋହନ ନାହିଁ । ମନ୍ଦିରବିମାନ ଭାଗଟି ପିଢ଼ା ବା ରେଖା ଦେଉଳ ଶୈଳୀରେ ନିର୍ମିତ । ମନ୍ଦିରଟି ଦକ୍ଷିଣ ଦିଗକୁ ମୁହାଁଇଛି । ଏହି ଛୋଟ ଶିବମନ୍ଦିରର ଗର୍ଭଗୃହରେ କୌଣସି ଦେବଦେବୀ ନଥିବାବେଳେ ଦ୍ୱାରଦେଶରେ ନବଗ୍ରହଙ୍କର ବିଗ୍ରହ ରହିଛି । ପ୍ରାୟ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀରେ ଏହି ମନ୍ଦିର ତିଆରି ହୋଇଥିବାର ପ୍ରମାଣ ମିଳେ ।
* '''ବନେଶ୍ୱର ଶିବମନ୍ଦିର''': ପାପନାଶିନୀ ମନ୍ଦିରର ପୂର୍ବଦିଗରେ ଥିବା ଅନ୍ୟ ଏକ ଶିବମନ୍ଦିର ବନେଶ୍ୱର ଶିବମନ୍ଦିର ଭାବେ ଜଣା । ମନ୍ଦିରର ବିମାନ ତ୍ରିରଥ-ବିମାନ ଶୈଳୀରେ ନିର୍ମିତ । ମନ୍ଦିର ଚତୁଃପାର୍ଶ୍ୱରେ କୌଣସି ପାର୍ଶ୍ୱଦେବତା ନାହାନ୍ତି । ମନ୍ଦିର ମଧ୍ୟରେ ଭଗବାନ ଶିବ ପୂଜିତ ଏବଂ ଶିବଙ୍କ ଦିଗକୁ ମୁହାଁଇ ନନ୍ଦିଙ୍କ ମୂର୍ତ୍ତି ରହିଛି । ମନ୍ଦିରଟି ପୂର୍ବ ଦିଗକୁ ମୁହାଁଇଛି । ବନେଶ୍ୱର ମନ୍ଦିର ସୋମବଂଶୀୟ ରାଜାଙ୍କ ଶାସନକାଳରେ ଅର୍ଥାତ ନବମ ଶତାବ୍ଦୀରେ ନିର୍ମିତ ।
* '''ମଇତ୍ରେଶ୍ୱର ମନ୍ଦିର''': ଏହା ପାପନାଶିନୀ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ଦିର । ମନ୍ଦିରବିମାନ ଭାଗ ଏବଂ ଜଗମୋହନର ଉପରଭାଗ ରେଖା ଦେଉଳ ଶୈଳୀରେ ନିର୍ମିତ । ଗର୍ଭଗୃହରେ କୌଣସି ଦେବବିଗ୍ରହ ନାହିଁ । ମନ୍ଦିରର ଉପରଭାଗ ଭଗ୍ନ । କିନ୍ତୁ ନାଗ, ହାତୀ ଏବଂ ନାରୀମୂର୍ତ୍ତି ମନ୍ଦିର କାନ୍ଥରେ ଖୋଦିତ ହୋଇଛନ୍ତି । ଏହା ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରାରାଜାଙ୍କଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ।
* '''ପାପନାଶିନୀ ପୁଷ୍କରିଣୀ''': ମନ୍ଦିର ପରିସରରେ ଥିବା ଏକ ବଡ଼ ପୋଖରୀ । ଏହା ମଧ୍ୟ ପାପନାଶିନୀ କୁଣ୍ଡ ଭାବେ ଜଣା । ପୁଷ୍କରିଣୀଟି ଏକାଦଶ ଶତାବ୍ଦୀରେ ଖନିତ ।