"କ୍ଷୀର ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧୭ କ ଧାଡ଼ି:
}}
 
'''କ୍ଷୀର ସାଗର''' [[ଓଡ଼ିଶା]]ର ଏକ ମିଠା ବ୍ୟଞ୍ଜନ ଅଟେ ଯାହା ଶାବ୍ଦିକ ଋପେ "କ୍ଷୀରର ମହାସାଗର" ରେ ଅନୁବାଦ କରିଥାଏ ।<ref name="Rath1987">{{cite book|author=Asoka Kumar Rath|title=Studies on some aspects of the history and culture of Orissa|url=https://books.google.com/books?id=BS9uAAAAMAAJ|year=1987|publisher=Punthi Pustak}}</ref> ଏହି ମିଠା ସାଧାରଣତଃ ଭାଗବାନ ବିଷ୍ଣୁ, ଲକ୍ଷ୍ମୀ ଏବଂ ମଧୂସୁଦନଙ୍କ ପାଖେ ପ୍ରସାଦ ଋପେ ଲଗାଯାଏ ।<ref name="Rath1987"/><ref>{{cite book|title=The Orissa Historical Research Journal|url=https://books.google.com/books?id=iw5DAAAAYAAJ|year=1990|publisher=Superintendent of Museum}}</ref>
 
କ୍ଷୀର ସାଗରରେ ମିଠା, ବହଳ ଖୀରରେ ଛେନାରୁ ପ୍ରସ୍ତୁତ ଗୋଲ ଗୋଲ ବଲ ପରି ହୋଇଥାଏ । କେସର, ଚିନି ଏବଂ ଅଳେଇଚ ଗୁଣ୍ଡ ପକେଇ ପ୍ରସ୍ତୁତ କରାଯାଏ । ଏହା ସାଧାରଣତଃ ଥଣ୍ଡାକରି ଖିଆଯାଏ ।