"ଅରଣ୍ୟ ରୋଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hellohappy ପୃଷ୍ଠାଟିକୁ ଅରଣ୍ଯ ରୋଦନରୁ ଅରଣ୍ୟ ରୋଦନକୁ ଘୁଞ୍ଚାଇଲେ: ଠିକ ବନାନ
ଆଧାର
୬ କ ଧାଡ଼ି:
| alt =
| caption =
| director = [[ବିପ୍ଳବ ରାୟଚୌଧୁରୀ]]<ref name="Hood2000">{{cite book|author=John W. Hood|title=The Essential Mystery: The Major Filmmakers of Indian Art Cinema|url=https://books.google.com/books?id=shRlAAAAMAAJ|date=1 January 2000|publisher=Orient BlackSwan|isbn=978-81-250-1870-4}}</ref>
| director = [[ବିପ୍ଲବ ରାୟଚୌଧୁରୀ]]
| producer = ପ୍ରସନ୍ନ ପୃଷ୍ଟି
| writer = (ସଂଳାପ): [[ବିଜୟ ମିଶ୍ର]]
୧୪ କ ଧାଡ଼ି:
| narrator =
| starring = ପ୍ରିୟମ୍ବଦା ରାୟ<br>ରାଈଚରଣ ଦାସ<br>ଶରତ ପୂଜାରୀ<br>ମ. ରାମଦାସ<br>ଲ‌ଲାଟେନ୍ଦୁ ରଥ
| music = [[ଶାନ୍ତନୁ ମହାପାତ୍ର]]
| cinematography = [[ରାଜୁ ମିଶ୍ର]]
| editing = ବିପ୍ଳବ ରାୟ ଚୌଧୁରୀ
| studio =
୨୭ କ ଧାଡ଼ି:
}}
 
'''ଅରଣ୍ଯ ରୋଦନ''', ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=https://books.google.com/books?id=QwGgF-rDucEC&pg=PT822|date=17 April 2013|publisher=Routledge|isbn=978-1-136-77291-7|pages=822–}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରସନ୍ନ ପୃଷ୍ଟି ।<ref>{{cite book|title=National Film Festival|url=https://books.google.com/books?id=DA2LcQwI1DsC|year=1994|publisher=Directorate of Film Festivals, Ministry of Information and Broadcasting, Government of India}}</ref> ସାତକଡ଼ି ହୋତା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । [[ବିପ୍ଳବ ରାୟଚୌଧୁରୀ]] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="RajadhyakshaWillemen2014">{{cite book|author1=Ashish Rajadhyaksha|author2=Paul Willemen|title=Encyclopedia of Indian Cinema|url=https://books.google.com/books?id=rF8ABAAAQBAJ&pg=RA3-PA1993-IA7|date=10 July 2014|publisher=Taylor & Francis|isbn=978-1-135-94325-7|pages=3–}}</ref>
 
ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲ‌ଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଜମିଦାରମାନଙ୍କର ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଏବଂ ସାମୁହିକ ହତ୍ୟାଉପରେ ପର୍ଯ୍ୟବେସିତ ଥିଲା ।<ref name="Thoraval2000">{{cite book|author=Yves Thoraval|title=The cinemas of India|url=https://books.google.com/books?id=-OpkAAAAMAAJ|date=1 February 2000|publisher=Macmillan India|isbn=978-0-333-93410-4}}</ref>
 
==ଅଭିନୟ==
୫୦ କ ଧାଡ଼ି:
 
[[ଶ୍ରେଣୀ:୧୯୯୨ର ଓଡ଼ିଆ କଥାଚିତ୍ର]]
[[ଶ୍ରେଣୀ:କଥାଚିତ୍ର ପ୍ରକଳ୍ପରେ ଆଧାର ଯୋଡ଼ା ହେବାକୁ ଥିବା ପ୍ରସଙ୍ଗ]]