"ଅନୁର୍ବରତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଆଧାର ଯୋଗ ହେଲା
ଟ୍ୟାଗ: 2017 source edit
୨ କ ଧାଡ଼ି:
ମୂଳରୁପେର [[ସନ୍ତାନ]] ଉତ୍ପତି ଅକ୍ଷମତାକୁ ଅନୁବ୍ରରତା କୁହାଯାଏ । ଏହାକୁ ବନ୍ଧ୍ୟାପଣ କିମ୍ବା ନପୁଂସକତା ମଧ୍ୟ କୁହାଯାଏ । ପତିପତ୍ନୀଙ୍କ ସମ୍ଭୋଗ ପ୍ରୟାସ ପରେ ମଧ୍ୟ ଯଦି ସନ୍ତାନ ସୁଖ ପ୍ରାପ୍ତ ହେବାରେ ଅସୁବିଧା ଉପୁଜୁଛି ତେବେ ଏହାକୁ ଅନୁବ୍ରରତା କିମ୍ବା ବନ୍ଧ୍ୟା ଦୋଷ କୁହାଯାଏ । ପ୍ରାୟ ସବୁେକ୍ଷତ୍ରେର ଏହି ଅନୁବ୍ରରତାର କାରଣ ନାରୀଙ୍କୁ ଦିଆଯାଇଥାଏ ମାତ୍ର ଏହା ସମ୍ପୁଣ୍ଣ ରୂପେ ଭୁଲ ଧାରଣା ଅଟେ । ଏକ-ତୃତୀୟାଂଶ ନାରୀ ଏବଂ ପୁରୁଷଙ୍କ ମଧ୍ୟରେ ଏଭଳି ଅସୁବିଧା ଦେଖାଯାଏ ଅନ୍ୟ ଏକ-ତୃତୀୟାଂଶ ଉଭୟ ନାରୀ ଏବଂ ପୁରୁଷଙ୍କ ମିଳିତ ପ୍ରକ୍ରିୟୋର ଘଟିଥାଏ ।
 
[[ପୁରୁଷ]]ଙ୍କ ମଧ୍ୟେର ଅନୁବ୍ରରତାର କାରଣ :
 
ପୁରୁଷଙ୍କ ମଧ୍ୟରେ ବହୁତ କମ୍‌ ଶୁକ୍ରାଣୁ ଏବଂ ସମ୍ପୁଣ୍ଣ ରୂପେ ଶୁକ୍ରାଣୁର ଅଭିବୃଦ୍ଧି ନେହବା ସମସ୍ୟା ଅନୁବ୍ରରତାର କାରଣକୁ ସଚାଇଥାଏ । ନାରୀର ଅଣ୍ଡୋକାଷକୁ ଯାଇ ତାହାକୁ ଉର୍ବର କରିବାରେ ଶୁକ୍ରାଣୁର ଅକ୍ଷମତା, ଶୁକ୍ରାଣୁର ଅସାମାନ୍ୟ ଆକୃତି ଯୋଗୁଁ ଆଗକୁ ବଢିବାରେ ଅସୁବିଧା ଉପୁଜେ ।<ref>https://www.medicalnewstoday.com/articles/165748.php</ref>
 
ଜନ୍ମଗତ ସମସ୍ୟା : ବିଭିନ୍ନ ସମୟେର ଜନ୍ମଗତ କାରଣକୁ େନଇ ପୁରୁଷଙ୍କ ମଧ୍ୟେର ପ୍ରଜନନ କ୍ଷମତା ହ୍ରାସ ପାଏ ବା ଶୁକ୍ରାଣୁରେ କ୍ଷତ ଲାଗିଥିେଲ ଏଭଳି ସମସ୍ୟା ଉପୁେଜ ।
 
ଚିକିତ୍ସା :<ref>https://www.medicinenet.com/infertility/article.htm</ref>
 
୩୦ରୁ କମ୍‌ ବୟସ୍କ ସୁସ୍ଥ ମହିଳାଙ୍କୁ ଡରିବାର କୌଣସି କାରଣ ନାହିଁ କିନ୍ତୁ ୩୦ରୁ ଉଦ୍ଧ ବୟସ୍କ ମହିଳାଙ୍କୁ ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ବୟସରେ ଉପନୀତ ହେଲା ପରେ ୬ ମାସ ପର୍ଯ୍ୟନ୍ତ ପ୍ରୟାସ କରିବା ପରେ ମଧ୍ୟ ଯଦି ସନ୍ତାନ ଗର୍ଭରେ ରହୁନାହିଁ ତେବ ଚିକିତ୍ସା କରିବା ନିହାତୀ ଜରୁରୀ ଅଟେ ।
 
== ଆଧାର ==
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]