"ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ଯୋଡିଲି
No edit summary
୨୮ କ ଧାଡ଼ି:
== ସ୍ଥାପତ୍ୟ ==
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।<ref>http://www.holidayiq.com/Swarnajaleswar-Temple-Bhubaneswar-Sightseeing-308-9174.html</ref>
== ଚିତ୍ରାବଳୀ ==
<gallery>
File:Swarna_Jaleswar_Temple.jpeg|ଓଡ଼ିଶା ଟୁରିଜିମର ସାଇନବୋର୍ଡ
File:Temple panel.jpeg|ଶିବ ଆରାଧନା ଦୃଶ୍ୟ
File:Devi inlaid on stone.jpeg|ଦେବୀମୂର୍ତ୍ତି
File:Place for subsidiary deities.jpeg|ପାର୍ଶ୍ୱଦେବତାଙ୍କ ଆସ୍ଥାନ
File:Bhrusava (Vrisabha).jpeg|ମୁଖ୍ୟଦ୍ଵାର ସାମ୍ନାରେ ଥିବା ଭୃଷଭମୂର୍ତ୍ତି
</gallery>
== ଆଧାର ==
{{ଆଧାର}}