"ବ୍ରଜ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
}}
 
'''ବ୍ରଜ ସିଂହ''', ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର [[ଯୋର ଯା'ର ମୂଲକ ତାର]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ [[ଡିଡି ଓଡ଼ିଆ]]ରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି
 
==ଆଧାର==
୩୬,୮୪୮

ଗୋଟି ସମ୍ପାଦନା