"ଗୋଲ ମରିଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ପ୍ରକାର ଯୋଗ ହେଲା
୯ କ ଧାଡ଼ି:
 
ଗୋଲ ମରିଚ ଏକ ଆୟୁର୍ବେଦିକ ଉପାଦାନ।ଏହାର ବ୍ୟବହାର ଭାରତରେ ବହୁତ ମାତ୍ରାରେ ହୁଏ।ଏହାର ସ୍ୱାଦ ରାଗଯୁକ୍ତ ଅଟେ।ଏହାକୁ ସେବନ ଦ୍ୱାରା ପିତ, କଫରୁ ଉପଶମ ମିଳିଥାଏ।ଏହାକୁ ମସଲା ଆକାରରେ ମଧ୍ୟ ବ୍ୟବହାର କରଯାଏ।
 
== ପ୍ରକାର ==
ବିଭିନ୍ନ ପ୍ରକାରର ଗୋଲମରିଚ ଦେଖିବାକୁ ମିଳିଥାଏ। ଯେପରିକି
 
* କଳା ମରିଚ
* ଧଳା ମରିଚ
* ସବୁଜ ମରିଚ
* ଜଙ୍ଗଲୀ ମରିଚ
* କମଳା ଏବଂ ନାଲି ମରିଚ
* ଗୋଲାପି ମରିଚ
 
== ଆଧାର ==
"https://or.wikipedia.org/wiki/ଗୋଲ_ମରିଚ"ରୁ ଅଣାଯାଇଅଛି