"ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
("{{ତିଆରି ଚାଲିଛି}} {{Infobox Mandir | name = ସ୍ୱର୍ଣ୍ଣଜଳେଶ୍ୱ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
'''ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର''' ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର ।
== ସ୍ଥାପତ୍ୟ ==
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଥିବା ବିମାନ ([[ରେଖା ଦେଉଳ]]) ଚତୁଃପାର୍ଶ୍ୱରେ ଏକ ସରୁ ଲମ୍ବରେଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।<ref>http://www.holidayiq.com/Swarnajaleswar-Temple-Bhubaneswar-Sightseeing-308-9174.html</ref>
== ଆଧାର ==
{{ଆଧାର}}
୨୨୫

ଗୋଟି ସମ୍ପାଦନା