ଟିକେ
ବନାନ ଶୁଦ୍ଧି
ଟିକେ (Regular Character Changes) |
Hpsatapathy (ଆଲୋଚନା | ଅବଦାନ) ଟିକେ (ବନାନ ଶୁଦ୍ଧି) |
||
}}
'''ବିସ୍ମିଲ୍ଲା ଖାନ''' (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହନାଇ ବାଦକ ଥିଲେ । ବହୁ ଦିନ ଯାଏଁ ଶେହନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟବହାର କରାଯାଉଥିଲା । ଶେହନାଇକୁ ଲୋକ ଲୋଚନକୁ ଆଣିବା ଓ ସଙ୍ଗୀତ ସମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ । ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।
==ଜୀବନ ଓ ପରିବାର==
ଜଣେ ଶିୟା ମୁସଲିମ ହେବା ସତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନଦୀ କୂଳରେ ଶାହାନାଇ ବଜାଉଥିଲେ ।
ସିଏ ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର [[ସନ୍ନାଡ଼ି ଅପନ୍ନା]] ଏବଂ [[ଗୁଞ୍ଜ ଉଠି ଶେହନାଇ]]
==ଶେଷ ଜୀବନ==
ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ
ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ । ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସହ ଗୋଟିଏ ଶେହନାଇ ପୁରୁଣା ବାରଣାସୀ ସହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆଯାଇଥିଲା ।▼
▲ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସହ ଗୋଟିଏ ଶେହନାଇ ପୁରୁଣା ବାରଣାସୀ ସହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆଯାଇଥିଲା ।
==ଆଧାର==
{{ଆଧାର}}
|