"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧ କ ଧାଡ଼ି:
ଶାହା ବାନୁଙ୍କ ଏହି ମାମଲାରେ ଅନ୍ତିମ ରାୟ ଆସିବାକୁ ପ୍ରାୟ ସାତବର୍ଷ ସମୟ ଲାଗିଗଲା । ଉଚ୍ଚତମ ନ୍ୟାୟାଳୟ '''ଫୌଜଦାରୀ କାର୍ଯ୍ୟବିଧି ସଂହିତା'''ର ୧୨୫ ଧାରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।
== ନୂତନ ଅଧିନିୟମର ବୈଧତା ==
"The Muslim Women (Protection of Rights on Divorce) Act 1986" କୁ ଅସାମ୍ବିଧାନିକ ଆଧାରରେ ଏହାର ବୈଧତା ରଦ୍ଦ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଅଦାଲତରେ ଶାହା ବାନୁର ଓକିଲଙ୍କ ଦ୍ୱାରା ଏକ ମାମଲା (''Danial Latifi & Anr v. Union Of India'') ୨୦୦୧ ମସିହାରେ ଦାୟର କରାଗଲା । ମୁସଲିମ ପରସନାଲ ଲ ବୋର୍ଡ ଅଦାଲତରେ ଯୁକ୍ତି ଉପସ୍ଥାପନା କଲେ କି କୌଣସି ଧାର୍ମିକ ଗ୍ରନ୍ଥର ବାଣୀକୁ ବ୍ୟାଖ୍ୟା କରିବାର ଅଧିକାର ଉଚ୍ଚତମ ନ୍ୟାୟାଳୟଙ୍କ ନାହିଁ ।<ref name="hindu2003"/> ତେବେ ଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାରେ ପୂର୍ବ ମାମଲା ଆଧାରରେ ଏକଥା ପୁଣି ସ୍ପଷ୍ଟ କଲେ ଯେ '''ଫୌଜଦାରୀ କାର୍ଯ୍ୟବିଧି ସଂହିତା'''ର ୧୨୫ ଧାରା ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତ ମହିଳାଙ୍କ ପାଇଁ ପ୍ରଜୁଯ୍ୟ ।<ref name="indiankanoon">{{cite web |title=Danial Latifi & Anr vs Union Of India on 28 September, 2001 |url=https://indiankanoon.org/doc/410660/ |website=indiankanoon.org |accessdate=25 July 2018}}</ref>
 
== ଆଧାର ==