"ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
୩ ଫେବୃଆରୀ ୧୯୮୧ରେ ଉଚ୍ଚତମ ନ୍ୟ୍ୟୟାଳୟର ଜଷ୍ଟିସ ସୟୀଦ ମୁର୍ତାଜ ଫଜଲ ଅଲ୍ଲୀ ଏବଂ ଜଷ୍ଟିସ ଏ. ବରଦାରାଜନ ଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ପ୍ରଥମେ ଏହାର ଶୁଣାଣି କରି ମତ ପୋଷଣ କଲେ ଯେ '''ଫୌଜଦାରୀ କାର୍ଯ୍ୟବିଧି ସଂହିତା''' ର ୧୨୫ ଧାରା ମୁସଲମାନ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ତେବେ ଉକ୍ତ ମାମଲାରେ ମୂଳ ଆଇନର ବ୍ୟାଖ୍ୟା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ ନିମିତ୍ତ ଏହା ଏକ ବୃହତ୍ତର ଖଣ୍ଡପୀଠ ଶୁଣାଣି କରିବା ଦରକାର ବୋଲି ତାଙ୍କ ରାୟରେ ଉଲ୍ଲେଖ କଲେ । ପରେ ପରେ ଉକ୍ତ ମାମଲାରେ ସର୍ବ ଭାରତୀୟ ମୁସଲିମ ପର୍ସନାଲ ଲା ବୋର୍ଡ ଏବଂ ଜାମିଆତ ଉଲେମା ଇ ହିନ୍ଦ ଉଭୟେ ମଧ୍ୟସ୍ଥ ଭାବେ ଉକ୍ତ ମାମଲାରେ ଯୋଗ ଦେଲେ । ମାମଲାଟିର ପରେ ଉଚ୍ଚତମ ନ୍ୟାୟାଳୟର ତତକାଳୀନ ମୁଖ୍ୟ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ, ଜଗନ୍ନାଥ ମିଶ୍ର, ଡି ଏ ଦେଶାଇ, ଓ ଚିନ୍ନାପା ରେଡ୍ଡି ଏବଂ ଇ. ଏସ୍ ଭେକେଟରାମିୟା ଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ଶୁଣାଣି ହେଲା । ୨୩ ଅପ୍ରେଲ ୧୯୮୫ରେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ପାଞ୍ଚଜଣିଆ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ବାନୁଙ୍କ ସ୍ୱାମୀ କରିଥିବା ଅପିଲ ଖାରଜ କଲେ ।<ref name=judgment>{{cite journal|title=Mohd. Ahmed Khan and Shah Bano Begum and Others|journal=Supreme Court Reports|date=23 April 1985|volume=3|series=1985|page=844|url=http://indiankanoon.org/doc/823221/}}</ref>
 
ଉଚ୍ଚତମ ନ୍ୟାୟାଳୟ ଉକ୍ତ ରାୟରେ ଉଲ୍ଲେଖ କଲେ କି '''ଫୌଜଦାରୀ କାର୍ଯ୍ୟବିଧି ସଂହିତା''' ର ୧୨୫ ଧାରା ଏବଂ ମୁସଲିମ ପରସନାଲ ଆଇନରେ ଥିବା ଭରଣ ପୋଷଣ ସମ୍ବନ୍ଧୀୟ ପ୍ରାବଧାନରେ କୌଣସି ମତଭେଦ ବା ଦ୍ୱନ୍ଦ ନାହିଁ । ଏଥି ସହିତ ଉକ୍ତ ରାୟରେ କୋରାନର[[କୋରାନ]] ର ଉଲ୍ଲେଖ କରି କୁହାଗଲା ଯେ କୋରାନର ବାଣୀ ଅନୁସାରେ ମଧ୍ୟ ତଲାକ ଦିଆଯାଇଥିବା ଏବଂ ଅନ୍ୟ କୌଣସି ରାହା ନ ଥିବା ଏକ ସ୍ତ୍ରୀର ଭରଣପୋଷଣ ଦାୟୀତ୍ୱ ସେହି ପୂର୍ବତନ ସ୍ୱାମୀ ଉପରେ ନ୍ୟସ୍ତ ଅଟେ ।
 
ଶାହା ବାନୁଙ୍କ ଏହି ମାମଲାରେ ଅନ୍ତିମ ରାୟ ଆସିବାକୁ ପ୍ରାୟ ସାତବର୍ଷ ସମୟ ଲାଗିଗଲା । ଉଚ୍ଚତମ ନ୍ୟାୟାଳୟ '''ଫୌଜଦାରୀ କାର୍ଯ୍ୟବିଧି ସଂହିତା'''ର ୧୨୫ ଧାରାର ପ୍ରଜୁଯ୍ୟତା ସମ୍ପର୍କରେ ଏହି କଥା ସ୍ପଷ୍ଟ କଲେ ଯେ ଜାତି, ବର୍ଣ୍ନବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏହି ପ୍ରାବଧାନ ସମସ୍ତ ଭାରତବାସୀଙ୍କମହିଳାଙ୍କ ପାଇଁ ପ୍ରଜୁଯ୍ୟ ।
 
== ଆଧାର ==