"ତରଙ୍ଗ-କଣିକା ଦ୍ୱୈତବାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
dup image size
୮୨ କ ଧାଡ଼ି:
===ଡି ବ୍ରୋଗ୍ଲି ତରଙ୍ଗଦୈର୍ଘ୍ୟ===
 
[[File:Propagation of a de broglie wave.svg|290px|"290px"|right|thumb|ଗୋଟିଏ ଦିଗ ବା ଆୟାମରେ ପଦାର୍ଥ ତରଙ୍ଗ ବା ଡି-ବ୍ରୋଗ୍ଲି ତରଙ୍ଗର ସଞ୍ଚାରଣ । ଏହାକୁ ଏକ [[ମିଶ୍ର ସଂଖ୍ୟା]] ରୂପେ ପ୍ରକାଶ କରାଯାଏ । ତରଙ୍ଗ ଉଚ୍ଚତାର [[ବାସ୍ତବ ସଂଖ୍ୟା]] ଅଂଶଟି ନୀଳ ଓ [[ଅବାସ୍ତବ ସଂଖ୍ୟା]] ଅଂଶଟି ସବୁଜ ରଙ୍ଗରେ ଚିହ୍ନିତ । ''x'' ବିନ୍ଦୁରେ ଏକ କଣିକାର ଅବସ୍ଥିତି ନିର୍ଣ୍ଣୟ କରିବାର ସମ୍ଭାବ୍ୟତା ଏକ ତରଙ୍ଗ ଫଳନ ରୂପେ ପ୍ରକାଶ କରାଯାଏ । ଉପର ଚିତ୍ରଦ୍ଵାରା ଏକ ସାଧାରଣ ତରଙ୍ଗ ଓ ତଳ ଚିତ୍ରରେ ଏକ ତରଙ୍ଗ ପୁଡ଼ା ଦର୍ଶିତ ।]]
 
୧୯୨୪ ମସିହାରେ [[ଲୁଇ-ଭିକ୍ଟର୍ ଡି-ବ୍ରୋଗ୍ଲି]] କହିଥିଲେ ଯେ କେବଳ ଆଲୋକ କାହିଁକି, ବରଂ ଅନ୍ୟ ସବୁ ପଦାର୍ଥ<ref>Donald H Menzel, "''Fundamental formulas of Physics''", volume 1, page 153; Gives the de Broglie wavelengths for composite particles such as protons and neutrons.</ref><ref>[[Brian Greene]], [[The Elegant Universe]], page 104 "all matter has a wave-like character"</ref> ତରଙ୍ଗୀୟ ପ୍ରକୃତିର ଅଧିକାରୀ । ଏହା ଡି-ବ୍ରୋଗ୍ଲି ସିଦ୍ଧାନ୍ତ (ଈଂରାଜୀରେ de Broglie hypothesis) ନାମରେ ଜଣାଶୁଣା । ଏହି ସିଦ୍ଧାନ୍ତ ଅନୁସାରେ [[ତରଙ୍ଗ ଦୈର୍ଘ୍ୟ]] (''[[λ]]'') ଓ [[ସଂବେଗ]] (''p'') ମଧ୍ୟରେ ରହିଥିବା ସମ୍ପର୍କକୁ ନିମ୍ନ ଗାଣିତିକ ସୂତ୍ର ଆକାରରେ ପ୍ରକାଶ କରିହେବ :