"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
→‎ବ୍ୟବହାର: ଅଧିକ ତଥ୍ୟ ଏବଂ ଆଧାର ଯୋଡ଼ା ହେଲା
୧୩୬ କ ଧାଡ଼ି:
 
ଭାରତୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଚାଟ ବଟ ଉପରେ କାମ କରିବା ଆରମ୍ଭ କରିସାରିଲେଣି।<ref>https://www.techemergence.com/ai-applications-in-the-top-4-indian-banks/</ref><ref>https://www.livemint.com/Money/jQEQNXyfLkW1kY5FihFBHM/Indian-banks-seek-artificial-intelligence.html</ref> ମୁଖ୍ୟତଃ ଏଚଡିଏଫସି ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଏଥିପାଇଁ ଅଧିକ ତତ୍ପର ଥିବା ଭଳି ଲାଗୁଛି<ref>https://factordaily.com/hdfc-bank-artificial-intelligence-chatbot/</ref>।
 
==== ଭିଡିଓ ଗେମ ====
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ବିଶେଷ ବିଭାଗ [[ଟ୍ରାନ୍ସଫର ଲର୍ଣିଂ]] ଏବଂ [[ରିଏନ୍ଫୋର୍ସମେଣ୍ଟ ଲର୍ଣିଂ]] ଦ୍ୱାରା ବିଭିନ୍ନ ଭିଡିଓ ଗେମରେ ଯନ୍ତ୍ର ମନୁଷ୍ୟକୁ ହରାଇଲାଣି । କେତେକ ଉଦାହରଣ ହେଲା ଗୋ<ref>https://techcrunch.com/2017/05/23/googles-alphago-ai-beats-the-worlds-best-human-go-player/</ref>, ଡୋଟା୨<ref>https://www.theverge.com/2017/8/11/16137388/dota-2-dendi-open-ai-elon-musk</ref> ଇତ୍ୟାଦି ।
 
==== ସାମରିକ ====
ସାମରିକ କ୍ଷେତ୍ରରେ ଏଆଇର ପ୍ରୟୋଗକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରାଯାଉଛି। ଏହା ଦ୍ୱାରା ମନୁଷ୍ୟ ସମାଜର କ୍ଷତି ହୋଇପାରେବୋଲି ଆଶଙ୍କା କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ଏଆଇ ଉଦ୍ୟୋଗଗୁଡ଼ିକୁ ସାମରିକ କ୍ଷେତ୍ରରେ ବ୍ୟବହାର କରିବେ ନାହିଁ ବୋଲି ଶପଥ କରିଛନ୍ତି।<ref>https://www.theverge.com/2018/7/18/17582570/ai-weapons-pledge-elon-musk-deepmind-founders-future-of-life-institute</ref><ref>https://www.cnet.com/news/elon-musk-google-deepmind-pledge-no-deadly-ai-autonomous-weapons/</ref><ref>https://www.technowize.com/elon-musk-deepmind-founders-and-others-pledge-not-to-develop-ai-weapon-systems/</ref> ଗୁଗଲର କର୍ମଚାରୀମାନଙ୍କ ତୀବ୍ର ବିରୋଧ ଯୋଗୁଁ<ref>https://www.fedscoop.com/google-employees-resign-project-maven/</ref> [[ପ୍ରୋଜେକ୍ଟ ମବେନ୍]] ନାମକ ଏକ [[ଦ୍ରୋଣ୍]] ନିର୍ମାଣ ଚୁକ୍ତିରୁ ଓହରିଗଲା ।<ref>https://www.weeklystandard.com/klon-kitchen/google-withdraws-from-pentagon-project-maven-with-potential-future-consequences-for-national-security</ref>
 
== ଦର୍ଶନ ଏବଂ ବିଚାର ==