"ବେଦାନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆହୁରି ପଢ଼ନ୍ତୁ: ବ୍ୟାକରଣ ସଜାଡ଼ିଲେ, ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
dup fix
୧ କ ଧାଡ଼ି:
{{ଛୋଟ|Vedanta}}
[[ଫାଇଲ:Adi shankara.jpg||250 px|thumb|ଆଦି ଶଙ୍କର - ବେଦାନ୍ତ ଦର୍ଶନର ସୁପ୍ରସିଦ୍ଧ ପ୍ରବକ୍ତା]]
 
'''ବେଦାନ୍ତ''' ବା '''ଉତ୍ତର ମିମାଂସା''' ପାରମ୍ପରିକ ବୈଦିକ ଷଡଦର୍ଶନ ମଧ୍ୟରୁ ଗୋଟିଏ । [[ବେଦ|ବେଦର]] ଅନ୍ତିମ ଭାଗକୁ ବେଦାନ୍ତ ବୋଲି କୁହାଯାଏ ଏବଂ ଏହା ଉପନିଷଦ ମାନଙ୍କୁ ବୁଝାଏ । ବେଦାନ୍ତ ଶବ୍ଦ ମଧ୍ୟ ହିନ୍ଦୁ ଦର୍ଶନର ତିନି ମୂଳ ଗ୍ରନ୍ଥ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବତ ଗୀତା ଉପରେ ଆଧାରିତ ବିଭିନ୍ନ ଦାର୍ଶନିକ ପରମ୍ପରାକୁ ବୁଝାଏ । ବିଭିନ୍ନ ଦଶ ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଶବ୍ଦର ପ୍ରୋୟୋଗ ଆତ୍ମ ସାକ୍ଷାତ୍କାର ବା ବ୍ରହ୍ମଙ୍କୁ ଜାଣିବାର ପ୍ରଣାଳୀ ନିମନ୍ତେ କରାଗଲା । ବେଦାନ୍ତ ଦର୍ଶନକୁ ଉତ୍ତର ମୀମାଂସା ମଧ୍ୟ କୁହାଯାଏ ।
"https://or.wikipedia.org/wiki/ବେଦାନ୍ତ"ରୁ ଅଣାଯାଇଅଛି