"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Soumendrak (ଆଲୋଚନା | ଅବଦାନ) ଟିକେ added Category:ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ using HotCat |
Soumendrak (ଆଲୋଚନା | ଅବଦାନ) ଲୋକମାନଙ୍କ ବୁଝିବା ନିମିତ୍ତ ଲୋକପ୍ରିୟ ଇଂରାଜୀ ଶବ୍ଦଗୁଡ଼ିକୁ ନୂଆ ଓଡ଼ିଆ ଶବ୍ଦକୁ ଅନୁବାଦ ନକରି ପ୍ରଚଳିତ ସେହି ଇଂରାଜୀ ଶବ୍ଦଗୁଡ଼ିକୁ କେବଳ ଓଡ଼ିଆରେ ଲେଖାହେଲା |
||
୪ କ ଧାଡ଼ି:
| title=Kismet
| publisher=MIT Artificial Intelligence Laboratory, Humanoid Robotics Group}}</ref>]]
ଯେକୌଣସି ଯନ୍ତ୍ର ଯାହା ତାର ଆଖପାଖର ପରିବେଶକୁ ବୁଝିପାରି ନିଜର କ୍ରିୟାଦ୍ୱାରା ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ସମ୍ଭାବନାକୁ ଯଦି ବଢ଼ାଇପାରେ ତାହାକୁ କୁତ୍ରିମ ବୁଦ୍ଧିମତା କୁହାଯାଏ । ଅନ୍ୟଏକ ଅର୍ଥରେ, ଏହା ଏକ ଯନ୍ତ୍ର ଯାହା ମନୁଷ୍ୟର ମସ୍ତିଷ୍କ ଭଳି ଚିନ୍ତା କରି ନୂଆ ଜିନିଷ ଶିଖେ ଏବଂ ସମସ୍ୟାର ସମାଧାନ କରିପାରେ।
୧୧ କ ଧାଡ଼ି:
କୁତ୍ରିମ ବୁଦ୍ଧିମତାର ମୁଖ୍ୟତଃ ଲକ୍ଷ ହେଲା ଏଭଳି ଏକ ପ୍ରଦ୍ୟୋଗିକ କୌଶଳ, ଯାହାଦ୍ୱାରା କମ୍ପ୍ୟୁଟର ଓ ଯନ୍ତ୍ରଗୁଡ଼ିକ ବୁଦ୍ଧିମତାର ସହ କାମ କରିବେ । ସାଧାରଣ ସମସ୍ୟାଗୁଡ଼ିକ ଛୋଟ ଛୋଟ ସମସ୍ୟାରେ ବଣ୍ଟାଯାଇ ଏଠାରେ ଦେଖାଯାଇଛି । ନିମ୍ନ ଲିଖିତ ସମସ୍ୟା ଗୁଡ଼ିକ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।
===ରିଜନିଂ ===
ପ୍ରାରମ୍ଭରେ ଗବେଷଣକାରୀମାନେ ଏକ କଳନା ଶୈଳୀ ବାହାର କରିଥିଲେ ଯାହାଦ୍ୱାରା ମନୁଷ୍ୟର ମନର ପ୍ରତ୍ୟେକ ବିଚାରକୁ ନକଲ କରି ସମସ୍ୟାର ସମାଧାନ ହୋଇପାରୁଥିଲା । ୮୦ ଏବଂ ୯୦ ଦଶକ ବେଳକୁ ଏଆଇ ଗବେଷଣାକରି ଏଭଳି ପ୍ରକ୍ରିୟା ବାହାର ହେଲା ଯାହାଦ୍ୱାରା ଯନ୍ତ୍ର ଆଗରୁ ଦେଖିନଥିବା ବା ଜାଣିନଥିବା ଅନିର୍ଦ୍ଧିଷ୍ଟ ପରିସ୍ଥିତିରେ ପଡି ମଧ୍ୟ ଲକ୍ଷ ହାସଲ କରିପାରିଲା। ଅର୍ଥଶାସ୍ତ୍ର ଏବଂ ସମ୍ଭାବନା ସହାୟତାରେ ଏହା ସମ୍ଭବ ହୋଇପାରିଥିଲା।
ଏ ସବୁ ସତ୍ୱେ ଏହି ପ୍ରଣାଳୀଟି ବଡ଼ ବଡ଼ ବିଚାରାତ୍ମକ ସମସ୍ୟା ସମାଧାନ କରିବାରେ ଅକ୍ଷମ ଅଟେ । ସମସ୍ୟାଟି ଯେତେ ଯେତେ ବଡ଼ ହୋଇ ହୋଇ ଯାଇଥାଏ ସେହିଅନୁସାରେ ଲକ୍ଷ୍ୟସ୍ଥଳରେ ପହଁଚିବା ନିମିତ୍ତ ଦରକାର ହେଉଥିବା ବିଭିନ୍ନପ୍ରକାରର ମେଳର ସଂଖ୍ୟା ମଧ୍ୟ ବଢି ବଢି ଚାଲେ। ମୁଳତଃ ମନୁଷ୍ୟମାନେ ଗୋଟିଏ ପରେ ଗୋଟିଏ ପଦ ନନେଇ ନିଜର ପ୍ରତିବିଜ୍ଞାନ ବୋଧକ ବିଚାର କରି ବଡ଼ ସମସ୍ୟା ସମାଧାନ କରିଥାନ୍ତି।
=== ନଲେଜ ରିପ୍ରେଜେଣ୍ଟେସନ ===
=== ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ===
ଏହାର କେତେକ ପ୍ରୟୋଗ ଆମେ ନିମ୍ନଲିଖିତ ବର୍ଗରେ ଦେଖିବାକୁ ପାଇବା ଯେପରି
*
*
* ପ୍ରଶ୍ନ ଉତ୍ତର ଏବଂ
*
=== ଯୋଜନା ===
୩୫ କ ଧାଡ଼ି:
=== ଶିକ୍ଷ୍ୟା ===
# ସୁପରଭାଇଜ଼ଡ଼ ଲର୍ଣିଂ ବା ପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା
# ଅନସୁପରଭାଇଜ଼ଡ଼ ଲର୍ଣିଂ ବା ଅପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା ଏବଂ
# ରିଏନ୍ଫୋର୍ସମେଣ୍ଟ ଲର୍ଣିଂ ବା ସୁଦୃଢ଼ୀକରଣ ଶିକ୍ଷ୍ୟା
== ଲକ୍ଷ୍ୟ ==
୪୮ କ ଧାଡ଼ି:
ଏହି କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଉପରେ [[ଗୁଗଲ]]<nowiki/>ର ଡିପ୍ ମାଇଣ୍ଡ ଅଛି। ସେମାନେ ଗୁଗଲ ଡ୍ୟୁପ୍ଲେକ୍ସ<ref>https://ai.googleblog.com/2018/05/duplex-ai-system-for-natural-conversation.html</ref> ନାମକ ଏକ ଯୋଜନା ଦ୍ୱାରା କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି, ଯନ୍ତ୍ରଦ୍ୱାରା ଭୋଜନାଳୟର ଜାଗା ସଂରକ୍ଷଣ କରିବାଠୁ ଆରମ୍ଭ କରି ବାଳ କାଟିବା ସମୟ ମଧ୍ୟ ଆଗୁଆ ସଂରକ୍ଷଣ କରାଯାଇପାରିହେଲାଣି।
== ଉପକରଣ ==
Line ୬୪ ⟶ ୬୩:
* ଫୋଟୋଗ୍ରାଫି ଏବଂ ଭିଡ଼ିଓ ସୁଟିଂ
* ଦ୍ରବ୍ୟ କ୍ରୟ-ବିକ୍ରୟ
ଏହିସବୁ ବିଷୟରେ ନିମ୍ନରେ ଗୋଟିଏ ପରେ ଗୋଟିଏ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।
=== ଚିକିତ୍ସା ===
Line ୯୩ ⟶ ୯୪:
ମୋଟର ବାହାନ ଉଦ୍ୟୋଗରେ ନାନାଦି ପ୍ରକାରରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଛି। କିଛି ଉଦାହରଣ ନିମ୍ନରେ ପ୍ରଦର୍ଶନ ହେଲା:
==== ସ୍ୱୟଂଚାଳିତ ଗାଡ଼ି (ସେଲ୍ଫ ଡ୍ରାଇଭିଂ ବେହିକଲ) ====
ଚାଳକବିହୀନ ଗାଡ଼ି ବର୍ତ୍ତମାନ ୨୦୧୮ ସୁଧା ପ୍ରାୟ ପ୍ରସ୍ତୁତ ହୋଇଗଲାଣି କହିଲେ ଚଳେ। ନିମ୍ନଲିଖିତ ଉଦ୍ୟୋଗଗୁଡ଼ିକ ଚାଳକବିହୀନ ଗାଡ଼ି ଉପରେ କୁତ୍ରିମ ବୁଦ୍ଧିମତ୍ତା ଉପଯୋଗକରି ଗବେଷଣା କରୁଛନ୍ତି।<ref>https://www.businessinsider.in/19-companies-racing-to-put-self-driving-cars-on-the-road-by-2021/Tesla-is-aiming-to-have-its-driverless-technology-ready-by-2018-/slideshow/54904971.cms</ref>
Line ୧୦୦ ⟶ ୧୦୧:
ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।<ref>https://www.bankrate.com/auto/6-firms-that-are-testing-driverless-cars/</ref>
==== କନ୍ନେକ୍ତିଭିଟି ====
ଏହି ସେବାନୁସାରେ ଗାଡ଼ି ଚାଳକ ଏବଂ ଆରୋହୀମାନେ ବିନା କୌଣସି ଉପକରଣ ସହାୟତାରେ କେବଳ କଥା କହି ଇମେଲ ପଠେଇବା, ଅନ୍ୟ କାହା ସହିତ ମୋବାଇଲରେ କଥାହେବା, ଇଣ୍ଟରନେଟରେ ଖୋଜିବା ଏବଂ ସ୍ମାର୍ଟଫୋନ ର ଆପ ବ୍ୟବହାର କରିବା ଆଦି କାମ କରିହେଉଛି ।
Line ୧୦୯ ⟶ ୧୧୦:
ଅନ୍ୟଏକ ଉଦାହରଣରେ ଯଦି ଏକ ଗାଡ଼ି ଚାଳକ ନାଲି ଟ୍ରାଫିକ ଆଲୁଅରେ କୌଣସି କାରଣବଶତଃ ଅଟକି ପାରିଲାନି, ତେବେ ସେହି ଗାଡ଼ିଟି ଅନ୍ୟପଟରୁ ଆସୁଥିବା ଯାନବାହନଗୁଡ଼ିକୁ ସଜାଗ କରିଦେଇଥାଏ। ଏସବୁ ଅତି କମସମୟରେ ହୋଇ ଥାଏ, ଯାହାକି କେବଳ ମନୁଷ୍ୟପକ୍ଷେ ସମ୍ଭବ ନୁହେଁ।<ref name=":0">https://igniteoutsourcing.com/publications/artificial-intelligence-in-automotive-industry/</ref>
==== କ୍ଲାଉଡ ଇଣ୍ଟେଲିଜେନ୍ସ ====
କ୍ଲାଉଡଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ହେଇପାରୁଛି କିମ୍ବା ଖୁବଶୀଘ୍ର ହେବାକୁ ଯାଉଅଛି।
|