"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ପ୍ରତିଭା
<!--make the alignment proper, is this really needed here?-->
ପ୍ରତିଭା କହିଲେ ଯେ କେବଳ ଜ୍ଞାନ କୁ ଵୁଝାଏ ତାହା ନୁହେଁ।ମଣିଷ ପାଖରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ।ମାତ୍ର ତାକୁ ପ୍ରସ୍ଫୁଟିତ କରିବାକୁ ସୁଯୋଗ ର ଅପେକ୍ଷା ଥାଏ।ତେଣୁ ମଣିଷ ର ପ୍ରତ୍ୟେକ ସୁଗୁଣ ମଧ୍ୟ ତାର ଗୋଟିଏ ଗୋଟିଏ ପ୍ରତିଭା କହିଲେ ଅତ୍ୟୁକ୍ତି ହେବନାହିଁ।ସୁଯୋଗ ଯେ ଏତେ ସହଜରେ ମିଳିଯିବ ତାହା ନୁହେଁ।ଆମକୁ ତାକୁ ହାସଲ କରିଵାକୁ ପଡ଼ିବ।ଏହା ସତ ଯେ ସମସ୍ତଙ୍କ ଭାଗ୍ୟରେ ତାହା ନ ଥାଏ କିନ୍ତୁ ତାହା ଭାଵିଵା ଆମର ସଂପୂର୍ଣ୍ଣ ଭୁଲ।କାରଣ ଇଶ୍ଵର ହେଉଛନ୍ତି ସର୍ବସ୍ରଷ୍ଟା ତେଣୁ ତାଙ୍କର ଲୀଳା ଵୁଝିଵାକୁ ହେଲେ ଯଥେଷ୍ଟ ଧୈର୍ଯ୍ୟର ଆବଶ୍ୟକତା ରହିଛି।ଠିକ୍ ଏମିତି ଲକ୍ଷ କରିଥିଲି ଗୋଟିଏ ସଫା ହୃଦୟ ଥିବା ୧୬ ବର୍ଷର ଝିଅଟି ଠାରେ।ମନରେ ତା ର ଅସୁମାରୀ ଇଚ୍ଛା କିନ୍ତୁ ଅଭାବ ତାକୁ ପାଟି ଚୁପ୍ କରିବାକୁ ଵାଧ୍ୟ କରିଥିଲା।ଵର୍ତମାନ ସେ ମାଟ୍ରିକ ପରୀକ୍ଷା ରେ ଭଲ ମାର୍କ ରେ ପାସ୍ ହୋଇଛି।ସେମାନେ ସାଙ୍ଗ ହୋଇ ଟୁଇସନ କଲାବେଳେ ତା ସହ ପଢ଼ୁଥିବା ଆଉ ସାଙ୍ଖ ଦୁଇଜଣ ବିଜ୍ଞାନ ରେ ନାମ ଲେଖାଇ ସାରିଲେଣି କିନ୍ତୁ ଏ ଝିଅ ଟି ତାଙ୍ଗଠାରୁ ଭଲ ପଢ଼ୁଥିଲେ ମଧ୍ୟ ସେ କଳା(arts) ରେ ନାମ ଲେଖାଇଲା କାରଣ ତା ର ବାପା ଜଣେ ଅଟୋ(rickshaw) ଚାଳକ ତେଣୁ ସ୍ୱଳ୍ପ ଆୟରେ ଭାଇ ର ପାଠ ପଢ଼ା ସହ ଘରର ପରିଚାଳନା ଭାର ଏସବୁକୁ ନଜରରେ ରଖି ସେ ଉଚ୍ଚ ଅଭିଳାଷ କୁ ପର କରି ନିଜ ଵାସ୍ତଵ ଦୁନିଆ କୁ ଆପଣେଇ ନେଲା।ଵର୍ତମାନ ସେ କେତୋଟି ଛୋଟ ଛୁଆ ଙ୍କୁ ପାଠ ପଢ଼ାଇ ଦୁଇ ପଇସା ରୋଜଗାର କରୁଛି।ଭଗଵାନଙ୍କ ପାଖରେ ଆମେ ଏତିକି ପ୍ରାର୍ଥନା କରିଵା ଯେ ସେ କଳା ଵିଭାଗରେ ଭଲ ନମ୍ବର ରଖି ଗୋଟିଏ ଭଲ ଶିକ୍ଷିକା ହୋଇ ପିଲା ଙ୍କ ଭବିଷ୍ୟତ ଗଠନରେ ସହାୟ ହେଉ।
<!--{| style="border: 1px solid {{{border|gray}}}; background-color: {{{color|#f8b82a}}};"
 
|rowspan="2" valign="middle" | [[ଫାଇଲ:Odia Sahitya.png‎|80px|center|link=w:en:Odia literature|Odia literature]]<center></br>Contains media files related to [[w:en:Odia literature|Odia literature.]]</center>
 
|}-->
 
{{ଛୋଟ|Odia Sahitya}}
ପ୍ରତିଭା ଦିନେ ନା ଦିନେ ପ୍ରସ୍ଫୁଟିତ ହେବ
{{Odia_Sahitya1}}
'''ଓଡ଼ିଆ ସାହିତ୍ୟ''' [[ଓଡ଼ିଆ ଭାଷା]]ରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।
{{commons|category:Odia literature|'''ଓଡ଼ିଆ ସାହିତ୍ୟ''' ବିଭାଗ}}
 
== ଇତିହାସ ==