"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ →‎ଅର୍ଥ ଏବଂ ଅର୍ଥଶାସ୍ତ୍ର: ନୂଆ ପ୍ରୟୋଗ ଯୋଗ କରାହେଲା
୧୨୪ କ ଧାଡ଼ି:
* ଗାଡ଼ିରେ ନୂଆ କିଛି ସୁବିଧାନିମିତ୍ତ, ଏହାକୁ ଗ୍ୟାରେଜକୁ ନେବା ଅନାବଶ୍ୟକ, ଇଣ୍ଟରନେଟ ଦ୍ୱାରା ଚାଳକଟିର ଘରେହିଁ ନୂଆ ସୁବିଧା ଯୋଗାଇ ଦିଅ ଯାଇହେବ। ଉଦାହରଣ ସ୍ୱରୂପ [[:en:Tesla,_Inc.|ଟେସଲା କମ୍ପାନୀ]] ବର୍ତ୍ତମାନ ଏହିଭଳି ଭାବେ ନିଜ ଗ୍ରାହକମାନଙ୍କୁ ସେବା ଯୋଗାଉଛି ।
* ଗାଡ଼ି ଭିତରେ ଥିବା ବୁଦ୍ଧିମାନ ସେନସର ଚାଳକଟିର ହାବଭାବ ଲକ୍ଷ୍ୟଣ କରି ପଦକ୍ଷେପ ନେଇପାରେ, ଯେପରିକି ଅତ୍ୟାବଶ୍ୟକୀୟ ଚିକିତ୍ସା ଆବଶ୍ୟକ ନିରୂପଣ କରିବା, ଆମ୍ବୁଲାନସକୁ ଡାକିବା, ଚାଳକଟି ଶୋଇପଡ଼ିବା, ଚାଳକଟିର ଚେତା ଚାଲିଯିବା, ହଠାତ କେହି ଗାଡ଼ି ଆସି ଧକ୍କା ହୋଇଯିବା ଇତ୍ୟାଦି ସମ୍ଭବ ହୋଇପାରୁଛି।<ref name=":0" />
 
=== ଅର୍ଥ ଏବଂ ଅର୍ଥଶାସ୍ତ୍ର ===
ଏହି ବିଭାଗରେ ବିଭିନ୍ନ ପ୍ରକାର ଉପାୟରେ କୁତ୍ରିମ ବୁଦ୍ଧିମତ୍ତା ସାହାର୍ଯ୍ୟ କରୁଅଛି। ସେଥିମଧ୍ୟରୁ କିଛି ନିମ୍ନରେ ଦର୍ଶାଯାଇଛି:
 
==== ଭାଣ୍ଡାମି ଧରିବା ====
ଇଣ୍ଟେରନେଟର ଲୋକପ୍ରିୟତା ଯେଭଳିଭାବେ ବଢ଼ିଚାଲିଛି ସେହିଭଳି ଭାବେ ଇଣ୍ଟରନେଟରେ ଛଳନା ଏବଂ ଭାଣ୍ଡାମି ମଧ୍ୟ ବଢିଚାଲିଛି । ଏହିସବୁ ଧରିବା ଏବଂ ରୋକିବା ନିମିତ୍ତ କୁତ୍ରିମ ବୁଦ୍ଧିମତ୍ତାକୁ ଉପଯୋଗ କରାଯାଉଛି। ୨୦୧୫ରେ ଏକ କମ୍ପାନୀ ସର୍ବେକ୍ଷଣ କରି ଜଣେଇଲେ କି ଭାଣ୍ଡାମି ଯୋଗୁଁ ପୃଥିବୀ ସାରା ୧୧୮୦୦୦ କୋଟି ଟଙ୍କାର<ref>https://www.javelinstrategy.com/press-release/false-positive-card-declines-push-consumers-abandon-issuers-and-merchants</ref> କ୍ଷତି ହୋଇସାରିଲାଣି । ଅନେକ କମ୍ପାନୀ କୁତ୍ରିମ ବୁଦ୍ଧିମତ୍ତାଦ୍ୱାରା ଏହି ଭାଣ୍ଡାମି ରୋକିବାକୁ ଚେଷ୍ଟା କରୁଛନ୍ତି।<ref>https://cointelegraph.com/news/3-ways-artificial-intelligence-is-changing-the-finance-industry</ref>
 
== ଦର୍ଶନ ଏବଂ ବିଚାର ==