"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଉପଯୋଗ: ମୋଟର ବାହାନ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତ୍ତାର ଅବଦାନ ସଂଯୋଗ ହେଲା
ଟିକେ →‎ଭଲ ସଂଯୋଗିକତା: ବିସ୍ତୃତରେ ଲେଖାହେଲା
୧୧୯ କ ଧାଡ଼ି:
ଏମାନଙ୍କ ମଧ୍ୟରୁ ଗାଢ଼ ଅକ୍ଷରରେ ଚିନ୍ହଇତ ଉଦ୍ୟୋଗ ଗୁଡ଼ିକ ଅନ୍ୟମାନଙ୍କଠୁ ଆଗରେ ଅଛନ୍ତି।<ref>https://www.bankrate.com/auto/6-firms-that-are-testing-driverless-cars/</ref>
 
==== ଭଲ ସଂଯୋଗିକତା <ref>https://igniteoutsourcing.com/publications/artificial-intelligence-in-automotive-industry/</ref>====
ଏହି ସେବାନୁସାରେ ଗାଡ଼ି ଚାଳକ ଏବଂ ଆରୋହୀମାନେ ବିନା କୌଣସି ଉପକରଣ ସହାୟତାରେ କେବଳ କଥାବାର୍ତ୍ତାରେ ଇମେଲ ପଠେଇବା, ଅନ୍ୟ କାହା ସହିତ ମୋବାଇଲରେ କଥାହେବା, ଇଣ୍ଟରନେଟରେ ଖୋଜିବା ଏବଂ ସ୍ମାର୍ଟଫୋନ ର ଆପ ବ୍ୟବହାର କରିବା ଆଦି କାମ କରିହେଉଛି ।
 
କେତକ କ୍ଷେତ୍ରରେ ଯଦି କୌଣସି ମାତାପିତା ବା ଅଭିଭାବକ ଚାହାନ୍ତି, ତାଙ୍କର ସନ୍ତାନ ବା ଚିନ୍ହା ବ୍ୟକ୍ତି ଯଦି ଏକ ନିର୍ଦ୍ଧିଷ୍ଟ ସୀମାରୁ ଅଧିକ ବେଗରେ କିମ୍ବା ଅଣହେଳା ହୋଇ ଗାଡ଼ି ଚାଲନ୍ତି କିମ୍ବା ଏକ ନିର୍ଦ୍ଧିଷ୍ଟ ପରିସୀମାରୁ ଦୁରକୁ ଗାଡ଼ି ନେଇଯାନ୍ତି, ତେବେ ସେମାନଙ୍କୁ ଜଣେଇଦିଆ ଯାଉଛି।
 
ହେଲେ ଏସବୁଠାରୁ ସବୁଠାରୁ ଅଧିକ ପ୍ରଭାବଶାଳୀ ପ୍ରୟୋଗ ହେଉଛି ଗାଡ଼ି ଗାଡ଼ି ମଧ୍ୟରେ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା। ଏହାଦ୍ୱାରା ଦୁର୍ଘଟଣା କମେଇଦିଆଯାଇପାରେ। ଉଦାହରଣ ସ୍ୱରୂପ ଯଦି ଗୋଟିଏ ଆଗ ଗାଡ଼ି ଜୋରରେ ବ୍ରେକ ମାରିକି ହଠାତ ଅଟକିଯାଏ ତେବେ ପଛରେ ଆସୁଥିବା ଗାଡ଼ି ମାନଙ୍କୁ ସେ ସଚେତନ କରାଇଦେଇଥାଏ, ଯାହାଫଳରେ ପଛଗାଡ଼ି ବା ଚାଳକ ଗୁଡ଼ିକ ସଚେତନ ହୋଇ ବେଗ କମାଇଦିଅନ୍ତି।
 
ଅନ୍ୟଏକ ଉଦାହରଣରେ ଯଦି ଏକ ଗାଡ଼ି ଚାଳକ ନାଲି ଟ୍ରାଫିକ ଆଲୁଅରେ କୌଣସି କାରଣ ବଶତଃ ଅଟକି ପାରିଲାନି, ତେବେ ସେହି ଗାଡ଼ିଟି ଅନ୍ୟପଟରୁ ଆସୁଥିବା ଯାନବାହନଗୁଡ଼ିକୁ ସଜାଗ କରିଦେଇଥାଏ। ଏସବୁ ଅତି କମସମୟରେ ହୋଇ ଥାଏ, ଯାହାକି ମନୁଷ୍ୟପକ୍ଷେ ସମ୍ଭବ ନୁହେଁ।
 
==== ନିଜସ୍ଵବୋଧତା ====