"ଉଇକିପିଡ଼ିଆ:ପ୍ରଯୁକ୍ତି ବିଦ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"== ପ୍ରକଳ୍ପର ଲକ୍ଷ୍ୟ == == କିପରି ଏଥିରେ ଭାଗନେବେ == == ଆଗ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧ କ ଧାଡ଼ି:
== ପ୍ରକଳ୍ପର ଲକ୍ଷ୍ୟ ==
ଏବେକାର ଇଣ୍ଟର୍ନେଟ ଯୁଗରେ ସମସ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହିତ କିଛି ନା କିଛି ଉପାୟରେ ଜଡିତ ହେଉଛନ୍ତି । ଫଳରେ ଦିନକୁ ଦିନ ଆଧୁନିକ ପ୍ରଯୁକ୍ତିଭିତ୍ତକ ଉତ୍ପାଦ(Technical products) ଗୁଡିକର ତିଆରି ତଥା ବ୍ୟବହାର ବୃଦ୍ଧି ପାଉଛି । ସେ ମଧ୍ୟରୁ କିଛି ଲୋକପ୍ରିୟ ବିଷୟ ଉପରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ୍ୟ ।
 
== କିପରି ଏଥିରେ ଭାଗନେବେ ==
== ଆଗ୍ରହୀ ଉଇକିଆଳି ==