"ମନୁ ଭାକର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
Created by translating the page "Manu Bhaker" |

୧ କ ଧାଡ଼ି:
{| class="infobox vcard" style="width: 22em; margin-bottom: 10px;"
|+ id="4" |ମନୁ ଭାକର

! colspan="2" id="8" style="text-align:center;background:
#CCCC99;" |ବ୍ୟକ୍ତିଗତ ବିବରଣୀ

|- id="10"
! id="11" scope="row" |
| id="13" |୧୮ ଫେବୃଆରୀ ୨୦୦୨ (୧୬ ବର୍ଷ)
ଝଜ୍ଜର, ଭାରତ
|- id="16"
! id="17" scope="row" |
| class="role" id="19" |ଖେଳାଳି (ବନ୍ଧୁକଚାଳିକା)
|- id="23" style="display:none"
|- id="25"
! colspan="2" id="26" style="text-align:center;background:
#CCCC99;" |

ପଦକତାଲିକା

୩୩ କ ଧାଡ଼ି:
| id="71" style="text-align:center;vertical-align:middle;" |୧୦ ମି ଏଅର ପିସ୍ତୋଲ

'''ମନୁ ଭାକର''' ଜଣେ ଭାରତୀୟ ବନ୍ଧୁକ ଚାଳିକା। ସେ ୨୦୧୮ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭାରତର କନିଷ୍ଠତମ ମହିଳା। ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା, ଗୋଲ୍ଡକୋଷ୍ଟରେ ୧୬ ବର୍ଷ ବୟସରେ ୧୦ମି ଏଅର ପିସ୍ତଲର ମହିଲା ସ୍ପର୍ଦ୍ଧାରେ ସ୍ୱର୍ଣ୍ନ ପଦକ ଜିତିଥିଲେ।<ref>{{Cite news
== ପ୍ରରମ୍ଭିକ ଜୀବନ ==
ଭାକର <nowiki>[[ହରିଆଣା]]</nowiki> ରାଜ୍ୟର ଝଜ୍ଜର ଜିଲ୍ଲାରେ ଗୋରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରାମକୃଷ୍ଣ ଭାକର, ମର୍ଚ୍ଚେଣ୍ଟ ନେଭିରେ ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ। ୧୪ ବର୍ଷ ଯାଏଁ ଭାକର ଏକ ମଣିପୁରୀ ଯୁଦ୍ଧ କ୍ରୀଡା ହୁଏନ ଲାଙ୍ଗଲନ, ମୁଷ୍ଟିଯୁଦ୍ଧ ଓ ସ୍କେଟିଙ୍ଗ ଆଦି ଖେଳରେ ପୋଖତ ଥିଲେ ଓ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏହି ସ୍ପର୍ଦ୍ଧାରେ ଅନେକ ପଦକ ମଧ୍ୟ ଜିତିଥିଲେ।.<ref name="indianexpress">{{Cite news
== ବୃତ୍ତି ==
ନିଜ ବାପାଙ୍କର [[ଭାରତୀୟ ମୁଦ୍ରା|₹୧୫୦୦୦୦ର]] ନିବେଶ ସାହାଯ୍ୟରେ , ଭାକର ପ୍ରତିଯୋଗିତାମୂଳକ ବନ୍ଧୁକଚାଳନାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ୨୦୧୭ ଏସିୟ ଜୁନିଅର ଖେଳ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ସେ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ସଫଳତାର ସ୍ୱାଦ ଚାଖିଥିଲେ। ୨୦୧୭ରେ <nowiki>[[କେରଳ]]</nowiki>ରେ ହେଇଥିବା ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାକର ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ<ref>{{Cite web|url=https://timesofindia.indiatimes.com/sports/more-sports/shooting/manu-bhaker-picks-up-ninth-gold-at-national-shooting-championship/articleshow/62232988.cms|title=Manu Bhaker picks up ninth gold at National Shooting Championship|website=The Times of India|access-date=2018-03-30}}</ref> ଓ ଆଗରୁ ଅନେକ ବିଶ୍ୱକପ ପଦକ ଜିତିଥିବା [[ହିନା ସିଦ୍ଧୁଙ୍କୁ ହରେଇଥିଲେ ଏବଂ ସିଦ୍ଧୁଙ୍କ ୨୪୦.୮ ପଏଣ୍ଟର ରେକର୍ଡକୁ ଭାଙ୍ଗି ଫାଇନାଲରେ ୨୪୨.୩ ପଏଣ୍ଟ ସ୍କୋର କରିଥିଲେ।
୨୦୧୮ରେ ଆନ୍ତର୍ଜାତୀୟ ବନ୍ଧୁକ ଚାଳନା ସଙ୍ଗଠନ ତରଫରୁ ବିଶ୍ୱ କପ ଗୁଆଡାଲାରଜା, ମେକ୍ସିକୋ ଠାରେ ଅନୁଷ୍ଠିତ ହେଇଥିଲା।ଆଗଥରର ଦୁଇଥରର ବିଜେତା ମେକ୍ସିକୋର ଆଲେଜାଣ୍ଡ୍ରା ଜାୱାଲା ଙ୍କୁ ହରେଇ ଭାକର ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ଭାକର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ଜାୱାଲା ୨୩୭.୧ ସ୍କୋର କରିଥିଲେ ଜାହାଙ୍କୁ ଟପିକରି ଭାକର ୨୩୭.୫ ସ୍କୋର କରିଥିଲେ।<ref name="Hindustan">{{Cite news
ଭାକର ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଶ୍ୱକପରେ ୧୦ମି ଏଅର ପିସ୍ତୋଲର ଦଳଗତ ସ୍ପର୍ଦ୍ଧାରେ ଜିତିଥିଲେ।ତାଙ୍କ ସହଯୋଗୀ ଓମ ପ୍ରକାଶ ମିଥରଭଲ ଥିଲେ। ଏହି ଯୋଡି ୪୭୫.୨ ପଏଣ୍ଟ ସ୍କୋର କରିଥିବା ସାନ୍ଦ୍ରା ରେଇଜ ଓ କ୍ରିଷ୍ଟିଆନ ରେଇଜ ଜୋଡିଙ୍କୁ ହରେଇ ୪୭୬.୧ ପଏଣ୍ଟ ସ୍କୋର କରିଥିଲେ .<ref>{{Cite news
୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାକର ୧୦ମି ଏଅର ପିସ୍ତୋଲର ମହିଳା ସ୍ପର୍ଦ୍ଧାରେ ପ୍ରାଥମିକ ସ୍ତରରେ ୩୮୮/୪୦୦ ପଏଣ୍ଟ ସ୍କୋର କରି ଫାଇନାଲ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହେଇଥିଲେ।ମହିଳା ୧୦ମି ଏଅର ପିସ୍ତୋଲ ସ୍ପର୍ଦ୍ଧାର ଫାଇନାଲ ରାଉଣ୍ଡରେ ୨୪୦୯ ପଏଣ୍ଟ ସ୍କୋର କରି ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ।<ref>{{Cite web|url=https://timesofindia.indiatimes.com/sports/commonwealth-games/cwg-2018-on-debut-teenaged-manu-bhaker-shoots-gold-heena-sindhu-silver/articleshow/63663573.cms|title=CWG 2018: On debut, teenaged Manu Bhaker shoots gold, Heena Sindhu silver|website=The Times of India|access-date=2018-04-09}}</ref><ref>{{Cite web|url=https://www.firstpost.com/sports/commonwealth-games-2018-superwomen-manu-bhaker-punam-yadav-manika-batra-lead-charge-as-india-end-day-4-on-a-high-4423111.html|title=Commonwealth Games 2018: Superwomen Manu Bhaker, Punam Yadav, Manika Batra lead charge as India end Day 4 on a high|website=www.firstpost.com|access-date=2018-04-09}}</ref><ref>{{Cite news
== ଆଧାର ==
୫୪ କ ଧାଡ଼ି:
== ବାହାରଲିଙ୍କ ==
* ଆନ୍ତର୍ଜାତୀୟ ବନ୍ଧୁକଚାଳନା ମହାସଙ୍ଘରେ
[[ଶ୍ରେଣୀ:୨୦୦୨ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]