"ମନୁ ଭାକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ବନ୍ଧୁକଚାଳିକା
Content deleted Content added
Created by translating the page "Manu Bhaker"
(କିଛି ବଦଳିନାହିଁ)

୧୨:୦୦, ୮ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ମନୁ ଭାକର ଜଣେ ଭାରତୀୟ ବନ୍ଧୁକ ଚାଳିକା। ସେ ୨୦୧୮ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭାରତର କନିଷ୍ଠତମ ମହିଳା।  ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା, ଗୋଲ୍ଡକୋଷ୍ଟରେ ୧୬ ବର୍ଷ ବୟସରେ ୧୦ମି ଏଅର ପିସ୍ତଲର ମହିଲା ସ୍ପର୍ଦ୍ଧାରେ ସ୍ୱର୍ଣ୍ନ ପଦକ ଜିତିଥିଲେ।[୧][୨]

ମନୁ ଭାକର
colspan="2" id="8" style="text-align:center;background:
  1. CCCC99;" |ବ୍ୟକ୍ତିଗତ ବିବରଣୀ
Born ୧୮ ଫେବୃଆରୀ ୨୦୦୨ (୧୬ ବର୍ଷ)
ଝଜ୍ଜର, ଭାରତ
Occupation ଖେଳାଳି (ବନ୍ଧୁକଚାଳିକା)
colspan="2" id="26" style="text-align:center;background:
  1. CCCC99;" |

ପ୍ରରମ୍ଭିକ ଜୀବନ

ଭାକର [[ହରିଆଣା]] ରାଜ୍ୟର ଝଜ୍ଜର ଜିଲ୍ଲାରେ ଗୋରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରାମକୃଷ୍ଣ ଭାକର, ମର୍ଚ୍ଚେଣ୍ଟ ନେଭିରେ ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ। ୧୪ ବର୍ଷ ଯାଏଁ ଭାକର ଏକ ମଣିପୁରୀ ଯୁଦ୍ଧ କ୍ରୀଡା ହୁଏନ ଲାଙ୍ଗଲନ, ମୁଷ୍ଟିଯୁଦ୍ଧ ଓ ସ୍କେଟିଙ୍ଗ ଆଦି ଖେଳରେ ପୋଖତ ଥିଲେ ଓ ଜାତୀୟ କ୍ରୀଡା ପ୍ରତିଯୋଗିତାରେ  ଏହି ସ୍ପର୍ଦ୍ଧାରେ ଅନେକ ପଦକ ମଧ୍ୟ ଜିତିଥିଲେ।.[୩]

Career

ଆଧାର

  1. CNN, Chris Scott,. "16-year-old breaks Commonwealth Games record to win shooting gold for India". CNN. Retrieved 2018-04-09. {{cite news}}: |last= has generic name (help); More than one of |accessdate= and |access-date= specified (help)CS1 maint: extra punctuation (link) CS1 maint: multiple names: authors list (link)
  2. "Bindra: Manu's talented but it will get tougher for her". ESPN. Retrieved 2018-04-09. {{cite news}}: More than one of |accessdate= and |access-date= specified (help)
  3. "Manu Bhaker, jack of all trades but master of one, wins 10m pistol gold at World Cup". The Indian Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-10. {{cite news}}: More than one of |accessdate= and |access-date= specified (help)

ବାହାରଲିଙ୍କବହ