"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
 
==ଚଳଚ୍ଚିତ୍ର ଜୀବନ<ref>ଦ ସନ୍‌ଡେ ଇଣ୍ଡିଆନ୍</ref>==
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''</nowiki>ଶ୍ରୀ [[ଜଗନ୍ନାଥ|ଜଗନ୍ନାଥ<nowiki>''</nowiki>]] ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଛି। <nowiki>''[ଆମରି ଗାଁ ଝିଅ]'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଆଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଆଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ବାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ''</nowiki> ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ [[ଫକୀର ମୋହନ ସେନାପତି|ଫକୀରମୋହନ ସେନାପତି]]<nowiki/>ଙ୍କ ଉପନ୍ୟାସକୁ ଆଧାର କରି ନିର୍ମିତ ହୋଇଥିବା <nowiki>''ଛ ମାଣ ଆଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଆରେ ସୀମିତ ନ ଥିିଲା। ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ''</nowiki> ଆଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।
 
== ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଅବଦାନ ==