"କୁରାଳ ପଞ୍ଚମୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) Removed redirect to ପଞ୍ଚମୀ ଟ୍ୟାଗ: Removed redirect |
ଅଧିକ ତଥ୍ୟ |
||
୧ କ ଧାଡ଼ି:
{{ଅଧାଗଢ଼ା}}
'''କୁରାଳ ପଞ୍ଚମୀ''' ('''ଓଢ଼ଣ ଷଷ୍ଠୀ ପର୍ବ''' ନାମରେ ମଧ୍ୟ ଜଣା) ଏକ [[ହିନ୍ଦୁ]] ପର୍ବ ।<ref>{{cite news|title=କୁରାଳ ପଞ୍ଚମୀ ପୂଜା ଆରମ୍ଭ: ରୁଦ୍ରପାଳ, ରତ୍ନେଶ୍ୱରୀଙ୍କୁ ଆରାଧନା|url=http://www.dharitri.com/main/news/11771|accessdate=3 July 2018|newspaper=ଧରିତ୍ରୀ|date=୨୩ ନଭେମ୍ବର ୨୦୧୭}}</ref>
କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ କୌରବମାନେ ଜଉଘରେ ପାଣ୍ଡବମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ ଜଉଘରର ଏକ ଗୁପ୍ତ ସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ କହିଥିଲେ ଶ୍ରୀକୃଷ୍ଣ ସେହି ଗୁପ୍ତ ସୁଡ଼ଙ୍ଗର ସୂଚନା ପାଣ୍ଡବମାନଙ୍କୁ ଦେଇଥିଲେ ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ ଅର୍ଜୁନ ମାଛ ଆଖିକୁ ଲାକ୍ଷ ବିନ୍ଧି ଦୌପଦୀଙ୍କୁ ପଞ୍ଚମୀ ଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ
|