"ଓଡ଼ିଶା ଜନଜାତି କ୍ରୀଡା ପ୍ରତିଯୋଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
→‎top: fmt
୧ କ ଧାଡ଼ି:
'''ଓଡ଼ିଶା ଜନଜାତି କ୍ରୀଡ଼ା ପ୍ରତିଯୋଗୀତା''' ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହେଇଥିବା ଏକ ପ୍ରକଳ୍ପ । ଏହି କ୍ରୀଡ଼ା ପ୍ରତିଯୋଗିତା ରାଜ୍ୟର ସମସ୍ତ ୩୦ଟି ଜିଲାରେ ରହୁଥିବା ଜନଜାତି ସମୁଦାୟଙ୍କ ମଧ୍ୟରେ ଦଳଗତ ଭାବେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ।<ref>http://www.dharitri.com/main/news/42853</ref> ଖେଳାଳିମାନେ ଦୁଇଟି ବର୍ଗରେ ଭାଗ ନିଅନ୍ତି ୧୪ବର୍ଷରୁ କମ ବାଳକ ବାଳିକା ଏବଂ ୧୭ବର୍ଷରୁ ଅଧିକ ଓ ୩୫ବର୍ଷରୁ କମ ଯୁବତୀଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ । ଡିସେମ୍ବର ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]]ଙ୍କ ଦ୍ଵାରା ଭିଡିଓ କନଫାରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତାର ଉଦ୍ଘାଟନ କରାଯାଇଥିଲା । <ref>http://www.newindianexpress.com/states/odisha/2017/dec/19/odisha-two-day-tribal-sports-meet-concludes-at-block-level-1731902.html</ref>
 
==ଆଧାର==