"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ପ୍ରୟୋଗ: କୁତ୍ରିମ ବୁଦ୍ଧିମତ୍ତାର ଆଜିକାଲିକା ଦୁନିଆରେ କିଭଳି ପ୍ରୟୋଗ ହେଉଛି, ତାହା ଯୋଗ କରାହେଲା
(→‎ପ୍ରୟୋଗ: କୁତ୍ରିମ ବୁଦ୍ଧିମତ୍ତାର ଆଜିକାଲିକା ଦୁନିଆରେ କିଭଳି ପ୍ରୟୋଗ ହେଉଛି, ତାହା ଯୋଗ କରାହେଲା)
ଆମ ଜ୍ଞାତରେ ଯେତେବି ପ୍ରାଣୀ ଅଛନ୍ତି, ମନୁଷ୍ୟର ଚିନ୍ତନ ଶକ୍ତି ସବୁଠାରୁ ବିକଶିତ ଅଟେ । କୁତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଯନ୍ତ୍ରଗୁଡ଼ିକ କିପରି ମନୁଷ୍ୟ ଭଳି କିମ୍ବା ମନୁଷ୍ୟଠୁ ମଧ୍ୟ ଭଲ ଭାବରେ ଚିନ୍ତା କରି ନିର୍ଣ୍ଣୟ ନେଇପାରିବେ ଏହା ହେଉଛି ଏକ ଲକ୍ଷ୍ୟ ।
 
ଏହି କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଉପରେ [[ଗୁଗଲ]]<nowiki/>ର ଡିପ୍ ମାଇଣ୍ଡ ଅଛି। ସେମାନେ ଗୁଗଲ ଡ୍ୟୁପ୍ଲେକ୍ସ<ref>https://ai.googleblog.com/2018/05/duplex-ai-system-for-natural-conversation.html</ref> ନାମକ ଏକ ଯୋଜନା ଦ୍ୱାରା କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି, ଯନ୍ତ୍ରଦ୍ୱାରା ଭୋଜନାଳୟର ଜାଗା ସଂରକ୍ଷଣ କରିବାଠୁ ଆରମ୍ଭ କରି ବାଳ କାଟିବା ସମୟ ମଧ୍ୟ ଆଗୁଆ ସଂରକ୍ଷଣ କରାଯାଇପାରିହେଲାଣି।
 
 
== ଉପକରଣ ==
* ଫୋଟୋଗ୍ରାଫି ଏବଂ ଭିଡ଼ିଓ ସୁଟିଂ
* ଦ୍ରବ୍ୟ କ୍ରୟ-ବିକ୍ରୟ
 
=== ଚିକିତ୍ସା ===
ଡାକ୍ତର ଏବଂ ରୋଗୀମାନଙ୍କୁ ସହାୟତା ଯୋଗାଇ କୁତ୍ରିମ ବୁଦ୍ଧିମତ୍ତା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିପାରିଛି। ଆଲଗୋରିଥମ ସହାୟତାରେ କୁତ୍ରିମ ବୁଦ୍ଧିମତ୍ତା କୋଟି କୋଟି ଲୋକଙ୍କର ଲକ୍ଷ୍ୟଣ କୁ ପ୍ରକ୍ରିୟାକରି ନିଜକୁ ଭବିଷ୍ୟତର ରୋଗୀ ନିମିତ୍ତ ପ୍ରସ୍ତୁତ କରିଥାଏ।
 
କିଛି ଉଲ୍ଲେଖନୀୟ କାର୍ଯ୍ୟାବଳୀକୁ ନିମ୍ନରେ ପ୍ରଦର୍ଶନ କରାହେଲା।<ref>https://thenextweb.com/artificial-intelligence/2017/04/13/artificial-intelligence-revolutionizing-healthcare/</ref>
 
==== [https://www.your.md/ ୟୋର ଏମଡି] ====
ଏହା ହେଉଛି ଏକ ମୋବାଇଲ ଆପ, ଯେଉଁଥିରେ ରୋଗୀ [[କଥାବାର୍ତ୍ତା ଯନ୍ତ୍ର ମାନବ]] ବା ଚାଟ ବଟ ସହ କଥା ହୋଇ ନିଜର ଲକ୍ଷ୍ୟଣଗୁଡ଼ିକୁ ଜଣାଇଥାଏ, ଏହି ଲକ୍ଷ୍ୟଣଗୁଡ଼ିକୁ ପ୍ରକ୍ରିୟାକରି ରୋଗୀଙ୍କୁ ତାଙ୍କ ରୋଗ ବିଷୟରେ ସାହାର୍ଯ୍ୟ କରିଥାଏ। ଏହା ମଧ୍ୟ ଡାକ୍ତରମାନଙ୍କ କାମ କମ କରିଥାଏ।
 
[[ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ]] ଉପଯୋଗ କରି ଲୋକମାନଙ୍କ ପାଇଁ ଏକ ନିର୍ବିଘ୍ନ ଅନୁଭବ ତିଆରି କରିଛନ୍ତି।
 
==== [https://ada.com/ ଆଡା] ====
ଏହା ମଧ୍ୟ ଏକ ମୋବାଇଲ ଆପ, ଯାହା ଲୋକମାନଙ୍କୁ ସୁବିଧା ଦେବା ନିମିତ୍ତ [[:en:Amazon_Alexa|ଆମାଜନ ଆଲେକ୍ସା]] ସହିତ ମିଶିକରି କାମ କରିଥାଏ। ଏହା ମଧ୍ୟ ଏକ ଡାକ୍ତର ସହିତ ଯୋଗାଯୋଗର ସୁବିଧା କରାଇଦେଇପାରେ।
 
==== [https://www.stanford.edu/ ଷ୍ଟାନଫୋର୍ଡ଼ ୟୁନିଭର୍ସିଟି] ====
ଏହି ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ଏକ କୁତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ ଆଲଗୋରିଦମ ବାହାର କରିଛନ୍ତି ଯାହାଦ୍ୱାରା ଚର୍ମ କର୍କଟ ଆଗୁଆ ଜଣା ଯାଇପାରିବ।<ref>https://www.nature.com/articles/nature21056.epdf</ref> ଏହି ଗବେଷକମାନେ ତାଙ୍କର [[ସ୍ନାୟୁ ଜାଲ]] ବା ଡିପ ଲର୍ଣିଂ ଆଲଗୋରିଦମକୁ ୧,୩୦,୦୦୦ ଭାତୁଡ଼ି, ଚର୍ମ ଚିହ୍ନ ଇତ୍ୟାଦି ଛବିଦ୍ୱାରା ତାଲିମ ପ୍ରଦାନ କରିଥିଲେ। ଏହାର ଫଳ ପେଶାଦାର ଡାକ୍ତରମାନଙ୍କଠାରୁ ମଧ୍ୟ ଭଲ ଆସୁଛି। ଖୁବ ଶୀଘ୍ର ଏହି ନମୁନାର ଗୋଟିଏ ମୋବାଇଲ ଆପ ତିଆରି କରାଯିବ।
 
==== [https://deepmind.com/ ଡିପ ମାଇଣ୍ଡ] ====
[[ଗୁଗଲ]]<nowiki/>ର ଏହି କମ୍ପାନୀଟି [[ଯନ୍ତ୍ର ଶିକ୍ଷ୍ୟା]] ({{lang-en|machine learning}}; ମେସିନ ଲର୍ଣିଂ) ଉପଯୋଗ କରି ଅନ୍ଧତ୍ୱଦୂର କରିବାରେ ଚେଷ୍ଟା କରୁଛନ୍ତି।<ref>https://www.theguardian.com/technology/2016/jul/05/google-deepmind-nhs-machine-learning-blindness</ref>
 
==== [http://morpheo.co/ ମର୍ଫିଓ] ====
ଏହି ସଂଗଠନଟି କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ନିଦ୍ରାଦୋଷ ଦୂର କରିବାରେ ସାହାର୍ଯ୍ୟ କରୁଛି ।
 
==== [[:en:Watson_(computer)|ଆଇବିଏମ ୱାଟସନ]] ====
ଆଇବିଏମ ଏହାର କାର୍ଯ୍ୟଦ୍ୱାରା [[କର୍କଟ ରୋଗ]]<nowiki/>ର ଚିକିତ୍ସାନିମିତ୍ତ ବହୁମାତ୍ରାରେ ଆଗରେ ଅଛି।<ref>http://fortune.com/2017/02/01/ibm-watson-cancer-florida-hospital/</ref>
 
== ଦର୍ଶନ ଏବଂ ବିଚାର ==