"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ସମସ୍ୟା: ନୂଆ ତଥ୍ୟ ଯୋଗ ହେଲା
ଟିକେ →‎ଯୋଜନା: ମେସିନ ଲର୍ଣିଂ ଉପରେ ନୂତନ ତଥ୍ୟ ଯୋଗ ହେଲା
୩୩ କ ଧାଡ଼ି:
 
ଯଦି ଆମେ ଗୋଟିଏ ପ୍ରକାରର ଘଟଣାକୁ ବିଚାରକୁ ନେବା ଯେପରି ଜଣେ ପ୍ରତିନିଧି ଯେତେବେଳେ ନିଜର କାମ ଆରମ୍ଭ କରେ, ଏହା ଭାବେ କି ଦୁନିଆରେ କେବଳ ତାହାର କ୍ରିୟାହିଁ ପାର୍ଶ୍ଵ ପରିସ୍ଥିତିକୁ ପ୍ରଭାବିତ କରିବ। ମାତ୍ର ଯଦି ଏଭଳି ନହୁଏ (ଯାହାକି ପ୍ରାୟ ଅଧିକାଂଶ କ୍ଷେତ୍ରରେ ହୋଇଥାଏ ) ତେବେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ପ୍ରତିନିଧିଟିକୁ କାମ କରିବାକୁ ପଡ଼ିଥାଏ । ବହୁଗୁଡ଼ିଏ ପ୍ରତିନିଧି ମିଶି ମଧ୍ୟ ଗୋଟିଏ ଲକ୍ଷରେ ପହଂଚିବା ନିମିତ୍ତ କାମ କରିପାରନ୍ତି।
 
=== ଶିକ୍ଷ୍ୟା ===
[[ଯନ୍ତ୍ର ଶିକ୍ଷ୍ୟା]] ({{lang-en|machine learning}}; ମେସିନ ଲର୍ଣିଂ) ହେଉଛି କୁତ୍ରିମ ବୁଦ୍ଧିମତ୍ତାର ଏକ ମୁଖ୍ୟ ସ୍ତମ୍ଭ। କମ୍ପ୍ୟୁଟରର ଆଲଗୋରିଥମ କିମ୍ବା ପ୍ରଣାଳୀ ଦ୍ୱାରା ଅଭିଜ୍ଞତାରୁ ଆପେ ଆପେ ଶିଖିବା ହେଉଛି ଏହାର ମୁଖ୍ୟ କାମ। ଯନ୍ତ୍ର ଶିକ୍ଷ୍ୟାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି।
 
# [[ପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା]] ({{lang-en|supervised learning}}; ସୁପରଭାଇଜ଼ଡ଼ ଲର୍ଣିଂ)
# [[ଅପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା]] ({{lang-en|unsupervised learning}}; ଅନସୁପରଭାଇଜ଼ଡ଼ ଲର୍ଣିଂ) ଏବଂ
# [[ସୁଦୃଢ଼ୀକରଣ ଶିକ୍ଷ୍ୟା]] ({{lang-en|reinforcement learning}}; ରିଏନ୍ଫୋର୍ସମେଣ୍ଟ ଲର୍ଣିଂ)
 
== ଲକ୍ଷ୍ୟ ==