"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୧ କ ଧାଡ଼ି:
[[ଭୀମଭୋଇ]]ଙ୍କ ଭଜନରେ ଭକ୍ତି ଓ ବିଶ୍ଵମାନବବାଦ ଦେଖାଯାଇଥାଏ ।
 
=== '''ରାଧାନାଥ ଯୁଗ''' ===
ଉପକ୍ରମ:
ପଶ୍ଚ।ତ୍ୟ ଶିକ୍ଷା ଓ ସଭ୍ୟତାର ସମ୍ପର୍କରୁ ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଭୁ୍ଦୟ ଘଟିଥିଲା । ଖ୍ରୀ.୧୮୦୩ରେ ଓଡ଼ିଶା ଇଂରେଜ ମାନଙ୍କ ଅଧୀନକୁ ଏବଂ ଏହି ସମୟରୁ ଧୀରେ ଧୀରେ ଇଂରେଜମ।ନେ ସେମାନଂକ ଧର୍ମ, ଭାଷା, ସଭ୍ୟତା, ଶିକ୍ଷା, ଦୀକ୍ଷା ଓ ଆଚାର-ବ୍ୟବହାର ହାର ମାନ ଏ ଦେଶରେ ପ୍ରବର୍ତ୍ତନ କରିବାକୁ ଲାଗିଲେ । ଫଳରେ କାଳ କ୍ରମେ ଏ ଦେଶ ଲୋକ ମାନଙ୍କର ରୁଚି ପରିବର୍ତିତ ଓ ସେମାନେ ପ୍ରାଚୀନ ସାହିତ୍ୟର ଗତାନୁଗତିକତାକୁ ପରିହାର କରି ଆଧୁନିକତାକୁ ବରଣ କଲେ । ଅତଏବ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସୃଷ୍ଟି ପ୍ରା ଚ୍ୟ-ପ।ଶ୍ଚ।ତ୍ୟ ସଂଘର୍ଷରୁ ଘଟିଛି ବୋଲି କୁହାଯାଏ ।
 
ଓଡ଼ିଶ।ରେଓଡ଼ିଶାରେ ଏହି ସଂଘର୍ଷର ସୂତ୍ରପାତ "କମ୍ପାନୀ ସରକାର"ଙ୍କ ଅମଳରୁହିଁ ଘଟିଥିଲା ଓ ଏହା ସମୟକ୍ରମେ ଏ ଦେଶର ସମାଜ,ଧର୍ମ-ଧାରଣା, ସଭ୍ୟତା, ସଂସ୍କୃତି ଓ ସର୍ବୋପରି ସାହିତ୍ୟ କ୍ଷେତ୍ରରେ ଏକ ଅନୁଭୂତିପୂର୍ବ ପରିବର୍ତ୍ତନ ଆଣିଥିଲା । ଏ ସଂଘର୍ଷ ଏ ଦେଶରେ ଖ୍ରୀ.୧୮୦୩ରୁ ୧୮୭୦ ପର୍ଯ୍ୟନ୍ତ ଲାଗିରହିଥିଲା ଓ ପରିମାଣରେ ସମାଜ ଓ ସଂ।ସ୍କୃତିକ ଚେତନାରେ ଯେପରି ସାହିତ୍ୟରେ ମଧ୍ୟ ସେହିପରି ଆଧୁନିକାତର ଉନଂମେଷ ଘଟାଇ ଥିଲା । ଏହି ସଂଘର୍ଷରେ ସାହିତ୍ୟରେ ପୂର୍ବବର୍ତ୍ତୀ ଧାରା ସେହି ଏକା ଦିନରେ ତିରେ।ହିତ ହୋଇ ଯାଇ ନଥିଲା, ସେହିପରି ଆଧୁନିକ ଯୁଗର ସୃଷ୍ଟି ଇତିହାସ କୌଣସି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ସାହସ। ଜନ୍ମ ଲାଭ ହେ।ଇନଥିଲା । ଏ ସଂଘର୍ଷର ଇତିହାସ ତେଣୁ ଗୋଟିଏ ଦୃଷ୍ଟି ଦୀର୍ଘକଳାବ୍ୟାପୀ ଓ କୌତୂହଳୋଦୀପକ ।ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସୃଷ୍ଟିର ପୃଷ୍ଠ ଭାଗରେ ଯେଉଁ ସବୁ ସ।ହିତ୍ୟକ,ସଂ।ସ୍କୃତିକ, ସ।ମାଜିକ, ରାଜନୀତିକ ଘଟଣାବଳୀ ସକ୍ରିୟ ହୋଇ ଉଠିଥିଲା,ପର୍ଯ୍ୟାୟକ୍ରମେ ସେସବୁ ଘଟଣାବଳୀର ଉପସ୍ଥାପନଦ୍ୱାରା ଆଧୁନିକ ଯୁଗର ସୃଷ୍ଟି ।