"ପ୍ଲେଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୨୩ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ପ୍ଲେଗ''' ([[ଇଂରାଜୀ ଭାଷା]]ରେ '''Plague''') ଏକ ସଂକ୍ରାମକ ([[:en:infectious disease|infectious disease]]) ରୋଗ ଯାହା ୟେରସିନିଆ ପେସ୍ଟିସ ([[:en:Yersinia pestis|Yersinia pestis]]) ନାମକ ଏକ ଜୀବାଣୁଦ୍ୱାରା ([[:en:Enterobacteriaceae|bacterium]]) ହୁଏ ।<ref name=WHO2017>{{cite web|title=Plague|url=http://www.who.int/mediacentre/factsheets/fs267/en/|website=World Health Organization|accessdate=8 November 2017|date=October 2017}}</ref> ଏହି ରୋଗରେ [[ଜ୍ୱର]], [[ମୁଣ୍ଡ ବିନ୍ଧା]] ହୁଏ ଓ ଦୁର୍ବଳ ଲାଗେ ।<ref name=CDC2015Sym>{{cite web|title=Symptoms Plague|url=https://www.cdc.gov/plague/symptoms/index.html|website=CDC|accessdate=8 November 2017|language=en-us|date=September 2015}}</ref> ଜୀବାଣୁ ସଂସ୍ପର୍ଶରେ ଆସିବାର ସଂସ୍ପର୍ଶର ୧-୭ ଦିନ ପରେ ରୋଗ ଆରମ୍ଭ ହୁଏ । <ref name=WHO2017/> [[ବୁବୋନିକ ପ୍ଲେଗ]]ରେ ([[:en:Bubonic plague|Bubonic plague]]) ଲସିକା ଗ୍ରନ୍ଥି ଫୁଲିଯାଏ, [[ସେପ୍ଟିସେମିକ ପ୍ଲେଗ]]ରେ ([[:en:septicemic plague|septicemic plague]]) ତନ୍ତୁମାନଙ୍କ ମୃତ୍ୟୁ ହୋଇ କଳା ପଡ଼ିଯାଏ ଓ [[ନିମୋନିକ ପ୍ଲେଗ]]ରେ ([[:en:pneumonic plague|pneumonic plague]]) ଛାତି ଯନ୍ତ୍ରଣା, କାଶ ହେବା ସହିତ ରୋଗୀକୁ ଅଣନିଶ୍ୱାସୀ ଲାଗେ । <ref name=CDC2015Sym/>
{{^|▼
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଫ୍ଲି ([[:en:flea|flea]]) କାମୁଡ଼ା ଯୋଗୁ ଓ ସଂକ୍ରମିତ ପଦାର୍ଥକୁ ବ୍ୟବହାର କରିବାଦ୍ୱାରା ବୁବୋନିକ ଓ ସେପ୍ଟିସେମିକ ପ୍ଲେଗ ବ୍ୟାପିଥାଏ ।<ref name=CDC2015Sym/> ନିମୋନିକ ପ୍ଲେଗ ସାଧାରଣତଃ ବାୟୁ ମାଧ୍ୟମରେ ([[:en:Airborne disease|through the air]]) ସଂକ୍ରାମକ କଣିକାଦ୍ୱାରା ବ୍ୟାପିଥାଏ ।<ref name=CDC2015Sym/> ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାର ([[:en:sputum|sputum]]) ପରୀକ୍ଷା କରିବାପରେ ସେଥିରେ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।<ref name=WHO2017/>
▲{{^|
<!-- Prevention and treatment -->
Those at high risk may be [[vaccinated]].<ref name=WHO2017/> Those exposed to a case of pneumonic plague may be treated with preventative medication.<ref name=WHO2017/> If infected, treatment is with [[antibiotic]]s and [[supportive care]].<ref name=WHO2017/> Typically antibiotics include a combination of [[gentamicin]] and a [[fluoroquinolone]].<ref name=CDC2015Doc>{{cite web|title=Resources for Clinicians Plague|url=https://www.cdc.gov/plague/healthcare/clinicians.html|website=CDC|accessdate=8 November 2017|language=en-us|date=October 2015}}</ref> The risk of death with treatment is about 10% while without it is about 70%.<ref name=CDC2015Fact>{{cite web|title=FAQ Plague|url=https://www.cdc.gov/plague/faq/index.html|website=CDC|accessdate=8 November 2017|language=en-us|date=September 2015}}</ref>
|