"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
୨୫ କ ଧାଡ଼ି:
ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]] ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଞ୍ଜାନ, [[ଆଇନ]] ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ।<ref>[[ସମାଜ (ଖବରକାଗଜ)|ସମାଜ]], ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬</ref>
 
== ପରିଜା ପାଠାଗାର ==
[[File:Parija Library, Utkal University, Bhubaneswar.jpg|thumb|ପରିଜା ପାଠାଗାର]]
୧୯୪୬ରେ ବିଶ୍ଵବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ଵର୍ଗତ '''[[ପ୍ରାଣକୃଷ୍ଣ ପରିଜା]]ଙ୍କ''' (ବିଶ୍ଵବିଦ୍ୟାଳୟର ପ୍ରଥମ କୁଳାଧିପତି ଓ ଜଣେ ବିଶ୍ଵସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ''ପାରିଜାପରିଜା ପାଠାଗାର'' ।<ref>{{cite web |url=http://www.utkaluniversity.ac.in/utkal%20university/Facilities/Library.htm |title=ପାରିଜାପରିଜା ପାଠାଗାର |accessdate=27 November 2012}}</ref> ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଅଛି । ଏହା ବ୍ୟତୀତ ୨୪ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ଟି ସାଧାରଣ ପଢାଘର ରହିଅଛି ।
==ବିଭାଗ==
ଏହି ବିଶ୍ଵବିଦ୍ୟାଳୟରେ ୨୭ଟି ବିଭାଗ ରହିଛି ।<ref>{{cite book|title=Higher Education of SC/ST Girls in Orissa|page=୧୫୬}}</ref>