"ଅଷ୍ଟଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୧୬ କ ଧାଡ଼ି:
'R' ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତଟି ଯଦି ସମ ଅଷ୍ଟଭୁଜରେ ଅନ୍ତର୍ଲିଖିତ ହୋଇଥାଏ ତେବେ ଏହି ସମ ଅଷ୍ଟଭୁଜର କ୍ଷେତ୍ରଫଳ ହେବ:
:<math>A = 8 \tan \frac{\pi}{8} r^2 = 8(\sqrt{2}-1)r^2 \simeq 3.314\,r^2.</math>
=== ସମ ଅଷ୍ଟଭୁଜର ପରିଲିଖିତ ଏବଂ ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ ===
'a' ପରିମାପର ବାହୁ ବିଶିଷ୍ଟ ଏକ ସମ ଅଷ୍ଟଭୁଜରେ ପରିର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ ହେବ:<ref>Weisstein, Eric. "Octagon." From MathWorld--A Wolfram Web Resource. http://mathworld.wolfram.com/Octagon.html</ref>
 
:<math>R=\left(\frac{\sqrt{4+2\sqrt{2}}}{2}\right)a,</math>
 
ଏବଂ ସେହିପରି ସ୍ଥଳେ ଅନ୍ତର୍ଲିଖିତ ବୃତ୍ତର ବ୍ୟାସାର୍ଦ୍ଧ ହେବ-
 
:<math>r=\left(\frac{1+\sqrt{2}}{2}\right)a.</math>
 
== ଅଙ୍କନ ==
[[File:Regular Hexagon Inscribed in a Circle01-Octagon.gifsvg|thumb|ଦତ୍ତ ବୃତ୍ତ ମଧ୍ୟରେ ଆନ୍ତର୍ଲିଖିତ ସମ ଷଡ଼ଭୂଜରଅଷ୍ଟଭୁଜ ଅନ୍ତର୍ଲିଖନଅଙ୍କନ]]
=== ସମ ଷଡ଼ଭୂଜଅଷ୍ଟଭୁଜ ଅଙ୍କନ ===
* ଯେ କୌଣସିଦତ୍ତ ମାପର ବ୍ୟାସାର୍ଦ୍ଧ ନେଇ (ଯାହାକି ସମ-ଷଡ଼ଭୂଜର ବାହୁର ପରିମାପ )ଏକ ସରଳରେଖା ଉପରେ ବୃତ୍ତଟିଏ ଆଙ୍କ ।
* ବର୍ତ୍ତମାନ ବ୍ୟାସଟି ବୃତ୍ତକୁଉପରେ ଛେଦଲମ୍ବ କରୁଥିବାଭାବେ ଗୋଟିଏ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତଆଉ ଏକ ଚାପରେଖା ଆଙ୍କ । ଏହି ଚାପରେଖା ଦ୍ୱୟ ବୃତ୍ତର ପରିଧିକୁ ଦୁଇଟିକେନ୍ଦ୍ର ବିନ୍ଦୁରେ ପରସ୍ପରକୁ ଛେଦ କରିବେ ।
* ବର୍ତ୍ତମାନ ସୃଷ୍ଟି ହୋଇଥିବା ଦୁଇଟି ସମକୋଣର ଦୁଇଟି ସମଦ୍ୱିଖଣ୍ଡକ ରେଖା ଆଙ୍କ ଯାହାକି ଆଉ ଦୁଇଟି ବ୍ୟାସ ହେବେ ।
* ଠିକ ସେହିପରି ବ୍ୟାସଟି ବୃତ୍ତକୁ ଛେଦ କରୁଥିବା ଅନ୍ୟ ବିନ୍ଦୁରୁ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ବ୍ୟାସାର୍ଦ୍ଧ ପରିମିତ ଆଉ ଏକ ଚାପ ଆଙ୍କ । ଏହି ଚାପ ବୃତ୍ତର ପରିଧିକୁ ଅନ୍ୟ ଦୁଇଟି ବିନ୍ଦୁରେ ଛେଦ କରିବେ ।
* ଏହି ଦୁଇଟିଚାରୋଟି ଚାପଦ୍ୱାରାବ୍ୟାସ ଛେଦିତବୃତ୍ତକୁ ଦୁଇଆଠୋଟି ବିନ୍ଦୁ ଏବଂ ବୃତ୍ତକୁ ବ୍ୟାସବିନ୍ଦୁରେ ଛେଦ କରୁଥିବା ଅନ୍ୟ ଦୁଇ ବିନ୍ଦୁ ଗୁଡିକୁ (ମୋଟ ଛଅଟି ବିନ୍ଦୁ)ଦୁଡିକୁ କ୍ରମାନ୍ୱୟରେ ଯୋଗକଲେ ଏକ ସମ ଷଡ଼ଭୂଜରଅଷ୍ଟଭୁଜର ଅଙ୍କନ ହୋଇପାରିବ ।
 
==ଆଧାର==
"https://or.wikipedia.org/wiki/ଅଷ୍ଟଭୁଜ"ରୁ ଅଣାଯାଇଅଛି