"ଜାପାନୀ ଧର୍ମକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
Replacing Kobayashi_Izanami_and_izanagi.jpg with File:Kobayashi_Izanami_and_Izanagi.jpg (by CommonsDelinker because: File renamed: Criterion 3 (obvious error) · Capital).
 
୪ କ ଧାଡ଼ି:
 
== ସର୍ଜନା କଥା ==
[[ଫାଇଲ:Kobayashi Izanami and izanagiIzanagi.jpg|thumb|ଡାହାଣ|ଇଜାନାଗୀ ଓ ଇଜାନାମୀ ]]
ଜାପାନୀ ସର୍ଜନା କଥାଗୁଡ଼ିକରେ ସୃଷ୍ଟିର ନିର୍ମାଣକାଳରେ ଜାତ ହୋଇଥିବା ପ୍ରଥମ ଦେବତାଙ୍କୁ ମିଳିତ ଭାବେ '''କୋଟୋମାତ୍ସୁକାମି''' କୁହାଯାଏ । ତାହା ପରେ ସ୍ୱର୍ଗ ଓ [[ପୃଥିବୀ]]ର ସର୍ଜନା ହୋଇଥିଲା । ପରେ ପରେ, କାମିଙ୍କର ସାତ ବଂଶ, ବା କାମିୟୋନାନାୟୋ ଉଦ୍ଭବ ହେବାର ବର୍ଣ୍ଣନା ରହିଛି । ପ୍ରଥମ ଦୁଇ ବଂଶଙ୍କୁ '''ହିତୋରିଗାମି''' କୁହାଯାଏ । ତାଙ୍କ ପର ପାଞ୍ଚଗୋଟି ବଂଶ ପୁରୁଷ/ସ୍ତ୍ରୀ ଭାବେ ଜନ୍ମ ହୋଇଥିଲେ - ଏମାନେ ଭାଇ ଭଉଣୀ ହେବା ସହ ବିବାହିତ ଯୋଡ଼ି ମଧ୍ଯ ଥିଲେ ବୋଲି ବିଶ୍ୱାସ ରହିଛି ।