"୧୩ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ୍ ତିଆରି
୧ କ ଧାଡ଼ି:
{{prettyurl|13 (number)}}
{{Odia alphabet navbox|uc=୧୩}}
'''ତେର (୧୩)''' ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ତ୍ରୟୋଦଶ ତଥା [[୧୨ (ସଂଖ୍ୟା)|୧୨]] ଓ [[୧୪ (ସଂଖ୍ୟା)|୧୪]] ର ମଧ୍ୟବର୍ତ୍ତୀ ଏକ ପ୍ରାକୃତିକ ସଂଖ୍ୟା ।<ref name="mooc">{{cite web|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|publisher=National Institute of Open Schooling|accessdate=12 June 2018}}</ref>
== ଗାଣିତିକ ଧର୍ମ ==
* ୧୩ ହେଉଛି ଷଷ୍ଠ [[ମୌଳିକ ସଂଖ୍ୟା]] ।
* '''ପିଥାଗୋରୀୟ ତ୍ରୟୀରେତ୍ରୟୀ''' ରେ ୫, ୧୨ ସହ ୧୩ ହେଉଛି ବୃହତ୍ତମ ସଂଖ୍ୟା ।(ଯେହେତୁ ୫<sup>୨</sup>+୧୨<sup>୨</sup>=୧୩<sup>୨</sup>)
* ମାତ୍ର ୩ ଗୋଟି '''ୱିଲସନ-ମୌଳିକ''' ମଧ୍ୟରୁ ୧୩ ଅନ୍ୟତମ ।<ref name="oeis">{{cite web|title=Wilson Primes|url=https://oeis.org/A007540|accessdate=15 June 2018}}</ref>
 
== ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ ==
୧୧ କ ଧାଡ଼ି:
 
== ବିଭିନ୍ନ ସଂସ୍କୃତିରେ ୧୩ର ଅଶୁଭତ୍ୱ ==
ବିଭିନ୍ନ ଦେଶ ତଥା ବିଭିନ୍ନ ସଂସ୍କୃତିରେ ୧୩କୁ ଏକ ଅଶୁଭ ସଂଖ୍ୟା ଭାବେ ବିଶ୍ୱାସ (ଅନ୍ଧ ବିଶ୍ୱାସ) ରହିଛି ।<ref name="about1">{{cite web|url=http://urbanlegends.about.com/cs/historical/a/friday_the_13th.htm|title=Why Is Friday the 13th Unlucky? - History and Folklore|first=David|last=Emery|work=About.com Entertainment}}</ref> ତେଣୁ ଅନେକ ଲୋକ ୧୩ ସଂଖ୍ୟା ବିଶିଷ୍ଟ କୌଣସି ବସ୍ତୁ ତଥା ସମୟକୁ ଅଶୁଭ ମନେ କରିଥାନ୍ତି ।<ref name="etimes">{{cite web|title=The role of the number 13 in astrology|url=https://timesofindia.indiatimes.com/the-role-of-the-number-13-in-astrology/articleshow/10326415.cms|accessdate=15 June 2018}}</ref> ଏ ସଂପର୍କରେ ଅନେକ ଅନ୍ଧ ବିଶ୍ୱାସ ଏବେ ବି ପ୍ରଚଳିତ ଥିବା ଦେଖାଯାଏ । ୧୩ର ଅଶୁଭତ୍ୱକୁ ନେଇ ରହିଥିବା ଏହି ଭୟକୁ ଇଂରାଜୀରେ '''ତ୍ରୀଶକାଇଡେକାଇଫୋବିଆ'''([[:en:Triskaidekaphobia|Triskaidekaphobia]]) କହନ୍ତି ।
* ଅନେକ ବଡ ବଡ ହୋଟେଲରେ ୧୩ ସଂଖ୍ୟା ବିଶିଷ୍ଟ ତଳ/କୋଠରୀ ରଖାଯାଏ ନାହିଁ ।<ref name="Fleischman">{{cite news |last=Fleischman |first =Sid |title=The 13th Floor: A Ghost Story |url=https://www.washingtonpost.com/wp-dyn/content/article/2007/08/18/AR2007081800890.html |publisher=The Washington Post Company |accessdate=June 15, 2018 |date=August 19, 2007}}</ref>
* ଯିଶୁଙ୍କ ଶେଷ ରାତ୍ରୀ-ଭୋଜନ ବେଳେ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିଥିଲେ । ଅତଏବ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିବା ଅଶୁଭ ବୋଲି ବିଶ୍ୱାସ ରହିଛି ।<ref name="about1"/>
* ଓଡିଆ ମଳମାସ[[ମଳ ମାସ]] ହେଉଛି ବର୍ଷର ୧୩ତମ ମାସ , ତେଣୁ ହିନ୍ଦୁ ସଂସ୍କୃତିରେ ଏହିମାସରେଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏନାହିଁକରାଯାଏ ନାହିଁ
* ହିନ୍ଦୁ ସଂସ୍କୃତିରେ ୧୩ ଦିନରେ ଘରକୁ ଫେରିବା ଅଶୁଭ ମାନନ୍ତି ।
* ଆପୋଲ-୧୩ ଅଭିଯାନ ବିଫଳ ହେବା ପଛରେ ଏହି ସଂଖ୍ୟା ଜଡିତ ବୋଲି ଅନେକେ ବିଶ୍ୱାସ କରନ୍ତି ।