"୧୩ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭ କ ଧାଡ଼ି:
* ମାତ୍ର ୩ ଗୋଟି ୱିଲସନ-ମୌଳିକ ମଧ୍ୟରୁ ୧୩ ଅନ୍ୟତମ ।<ref name="oeis">{{cite web|title=Wilson Primes|url=https://oeis.org/A007540|accessdate=15 June 2018}}</ref>
 
== ଅଙ୍କ ଜ୍ୟୋତିଷରେ ମହତ୍ତ୍ବମହତ୍ତ୍ୱ ==
* ଅଙ୍କ ଜ୍ୟୋତିଷ ଅନୁସାରେ ୧୩ର ଅଶୁଭତ୍ୱ ଏକ ଅନ୍ଧବିଶ୍ୱାସ । ୧୩(୧+୩=୪) ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ ୪ସଂଖ୍ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏମାନେ ସାଧାରଣତଃ ବହୁଜନ-ବିଶ୍ୱାସ ମାର୍ଗରେ ନ ଯାଇ ପ୍ରତ୍ୟେକ ବିଷୟରେ ନିଜର ଭିନ୍ନ ମତ ଉପସ୍ଥାପନ କରିଥାନ୍ତି ଓ ଏଇଥିପାଇଁ ବେଳେ ବେଳେ ନିଜର ଅନେକ ଶତ୍ରୁ ସୃଷ୍ଟି କରିଥାନ୍ତି ।<ref name="Numerology">{{cite book|last=Uppal|first=Jagajit|title=Cheiro's NUMEROLOGY & ASTROLOGY|publisher=Orient Paperbacks|pages=43}}</ref>