"୧୩ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘରରୁ ୧୩ (ସଂଖ୍ୟା)କୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା
୧୧ କ ଧାଡ଼ି:
 
== ବିଭିନ୍ନ ସଂସ୍କୃତିରେ ୧୩ର ଅଶୁଭତ୍ୱ ==
ବିଭିନ୍ନ ଦେଶ ତଥା ବିଭିନ୍ନ ସଂସ୍କୃତିରେ ୧୩କୁ ଏକ ଅଶୁଭ ସଂଖ୍ୟା ଭାବେ ବିଶ୍ୱାସ (ଅନ୍ଧ ବିଶ୍ୱାସ) ରହିଛି ।<ref name="about1">{{cite web|url=http://urbanlegends.about.com/cs/historical/a/friday_the_13th.htm|title=Why Is Friday the 13th Unlucky? - History and Folklore|first=David|last=Emery|work=About.com Entertainment}}</ref> ତେଣୁ ଅନେକ ଲୋକ ୧୩ ସଂଖ୍ୟା ବିଶିଷ୍ଟ କୌଣସି ବସ୍ତୁ ତଥା ସମୟକୁ ଅଶୁଭ ମନେ କରିଥାନ୍ତି ।<ref name="etimes">{{cite web|title=The role of the number 13 in astrology|url=https://timesofindia.indiatimes.com/the-role-of-the-number-13-in-astrology/articleshow/10326415.cms|accessdate=15 June 2018}}</ref> ଏ ସଂପର୍କରେ ଅନେକ ଅନ୍ଧ ବିଶ୍ୱାସ ଏବେ ବି ପ୍ରଚଳିତ ଥିବା ଦେଖାଯାଏ । ୧୩ର ଅଶୁଭତ୍ୱକୁ ନେଇ ରହିଥିବା ଏହି ଭୟକୁ ଇଂରାଜୀରେ ତ୍ରୀଶକାଇଡେକାଇଫୋବିଆ([[:en:Triskaidekaphobia|Triskaidekaphobia]]) କହନ୍ତି ।
* ଅନେକ ବଡ ବଡ ହୋଟେଲରେ ୧୩ ସଂଖ୍ୟା ବିଶିଷ୍ଟ ତଳ/କୋଠରୀ ରଖାଯାଏ ନାହିଁ ।<ref name="Fleischman">{{cite news |last=Fleischman |first =Sid |title=The 13th Floor: A Ghost Story |url=https://www.washingtonpost.com/wp-dyn/content/article/2007/08/18/AR2007081800890.html |publisher=The Washington Post Company |accessdate=June 15, 2018 |date=August 19, 2007}}</ref>
* ଯିଶୁଙ୍କ ଶେଷ ରାତ୍ରୀ-ଭୋଜନ ବେଳେ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିଥିଲେ । ଅତଏବ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିବା ଅଶୁଭ ବୋଲି ବିଶ୍ୱାସ ରହିଛି ।<ref name="about1"/>