"ଅପରିମେୟ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟ୍ୟାଗ: Blanking
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
{{prettyurl|Irrational number}}
ଅପରିମେୟ ସଂଖ୍ୟା ଗୋଟିଏ ବାସ୍ତବ ସଂଖ୍ୟା ଯାହାକି ଏକ ଭଗ୍ନସଂଖ୍ୟା ''a''/''b'', ରୂପରେ ପ୍ରକାଶ କରାଯାଇପାରିବ ନାହିଁ, (ଏଠାରେ ''a'' ଏକ [[ପୂର୍ଣ୍ଣସଂଖ୍ୟା]] ଓ ''b'' ଶୂନ୍ୟ ଛଡ଼ା ଅନ୍ୟ ପୂର୍ଣ୍ଣସଂଖ୍ୟା । ପ୍ରକାରାନ୍ତରେ ବାସ୍ତବ ସଂଖ୍ୟା ସେଟରେ ଯେଉଁସବୁ ସଂଖ୍ୟା ପରିମେୟ ନୁହେଁ ସେ ସବୁ ହେଉଛନ୍ତି ଅପରିମେୟ ସଂଖ୍ୟା । [[ସଂଖ୍ୟା ରେଖା]] ରେ ଅପରିମେୟ ସଂଖାକୁ ରେଖା ଉପରିସ୍ଥ ବିନ୍ଦୁ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ନାହିଁ । ଅପରିମେୟ ସଂଖ୍ୟାକୁ ଦଶମିକ ସଂଖ୍ୟାରେ ପ୍ରକାଶ କରିବା ବେଳେ ତାହା ସସୀମ ଦଶମିକ କିମ୍ବା ପୌନଃପୁନିକ ଦଶମିକ ନ ହୋଇ ଅସୀମ ଦଶମିକ ଆକାରରେ ପ୍ରକାଶିତ ହୁଏ ।
ଅଷ୍ଟାଦଶ ଶତାବ୍ଦୀରେ [[ଜୋହାନ୍ନ ହେନ୍ରିକ୍ ଲାମ୍ବର୍ଟ]] ପ୍ରମାଣ କରିଥିଲେ ଯେ {{pi}} ଗୋଟିଏ ଅପରିମେୟ ସଂଖ୍ୟା ।<ref>{{citation|editor1-last = Berggren|editor1-first = Lennart|editor2-last = Borwein|editor2-first = Jonathan M.|editor2-link = Jonathan M. Borwein| editor3-last = Borwein|editor3-first = Peter B.|editor3-link = Peter B. Borwein|last = Lindemann|first = Ferdinand von|origyear = 1882|chapter = Ueber die Zahl {{pi}}|title = Pi, a source book|place = New York|publisher = [[Springer Science+Business Media|Springer-Verlag]] |year = 2004|edition = 3rd|pages = 194–225|isbn = 0-387-20571-3}}</ref>
 
== ଗାଣିତିକ ଧର୍ମ ==
ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="mooc">{{cite web|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|publisher=National Institute of Open Schooling|accessdate=12 June 2018}}</ref>
* ସମସ୍ତ ପରିମେୟ ସଂଖ୍ୟାକୁ ସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।
* ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି , ଯଥା;୨ର ବର୍ଗମୂଳ (√୨), ପାଇ [[Pi|{{pi}}]] ..... ଇତ୍ୟାଦି ।
* ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୁପେ ପ୍ରକାଶିତ ହୁଏ ।
* ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାସବୁ ହେଉଛି [[ବାସ୍ତବ ସଂଖ୍ୟା]] ସେଟର ଏକ ଉପସେଟ ।
* କ/ଖ ରୂପରେ ଲେଖାଯାଇଥିବା ପରିମେୟ ସଂଖାର କ ଓ ଖ ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ କୌଣସି ଗୁଣନୀୟକ ନ ଥାଏ, ତେବେ ସେଭଳି ସଂଖ୍ୟାକୁ ପରିମେୟ ସଂଖ୍ୟାର ମାନକ ରୁପ କୁହାଯାଏ ।
 
== ଆଧାର ==
{{ଆଧାର}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
== ବାହାର ଲିଙ୍କ ==
[[ଶ୍ରେଣୀ:ସଂଖ୍ୟା]]
[[ଶ୍ରେଣୀ:ଗଣିତ]]