"ମିଶାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
==ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ ==
* ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବା ଦ୍ଵାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦) କୁ '''ଯୋଗାତ୍ମକ ଅଭେଦ''' ମଧ୍ୟ କୁହାଯାଏ ।
* ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- '''କ''' ଓ '''ଖ''' ପରିମେୟ ହେଲେ '''କ + ଖ''' ମଧ୍ୟ ପରିମେୟ ହେବ ।
* ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- '''କ''' + '''ଖ''' = '''ଖ''' + '''କ''' ହେବ ।
* ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- '''କ''' + ('''ଖ'''+ '''ଗ''' ) = ('''କ''' + '''ଖ''') + '''ଗ''' ହେବ ।
 
== Notes ==
"https://or.wikipedia.org/wiki/ମିଶାଣ"ରୁ ଅଣାଯାଇଅଛି