"ଅଯୁଗ୍ମ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୭ କ ଧାଡ଼ି:
* ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ ଦ୍ଵାରା ବିଭାଜ୍ୟ ।<ref>{{citation|title=A Walk Through Combinatorics: An Introduction to Enumeration and Graph Theory|first=Miklós|last=Bóna|publisher=World Scientific|year=2011|isbn=9789814335232|page=178|url=https://books.google.com/books?id=TzJ2L9ZmlQUC&pg=PA178}}.</ref>
 
ଯୁଗ୍ମଅଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>
* ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।<ref name="rod">{{citation|title=Figuring Out Mathematics|first=|last=A.V.Vijaya & Dora Rodriguez|publisher=Pearson Education India|isbn=9788131703571|pages=20–21|url=https://books.google.com/books?id=9ZN9LuHb0tQC&pg=PA20}}.</ref>